|
ମଧୁସୂଦନ ଦାସ (ମଧୁବାବୁ ଭାବେ ଜଣାଶୁଣା) କଟକ ଜିଲ୍ଲାର ସତ୍ୟଭାମାପୁରରେ ୨୮ ଅପ୍ରେଲ ୧୮୪୮ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଦେଶାତ୍ମବୋଧକ କବି ତଥା ଓଡ଼ିଶାର ପ୍ରଥମ ବାରିଷ୍ଟର । ମଧୁସୂଦନଙ୍କ ପ୍ରଥମ ନାଆଁ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ । ପରେ ତାଙ୍କ ବାପା, ମାଆ ତାଙ୍କ ନାଆଁକୁ ବଦଳାଇ ମଧୁସୂଦନ ରଖିଥିଲେ ।
ଗାଁ ଚାଟଶାଳୀରୁ ମାଟି ବଂଶ ଅବଧାନଙ୍କ ତତ୍ତ୍ୱାବଧାନରେ ଚାଟଶାଳୀ ପଢ଼ା ଶେଷ କରି ସେ କଟକ ଯାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନାମ ଲେଖାଇଲେ । ୧୮୬୪ରେ ମଧୁସୂଦନ ଅନ୍ୟ ଚାରିଜଣଙ୍କ ସହ କଟକ ସ୍କୁଲରୁ ଦ୍ଵିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ କରିଥିଲେ ।
ଓକିଲ ଭାବେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କରିଥିଲେ ।
୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀ ମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ପୁରା ପଢ଼ନ୍ତୁ...
ଅଭିଲେଖ |
|
ଜାନୁଆରୀ
ମୃତ୍ୟୁ
- ୨୨– ପଦ୍ମଶ୍ରୀ ଗୋପାଳ ଛୋଟରାୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର
ଫେବୃଆରୀ
ଜନ୍ମ
- ୧୬ – ପଦ୍ମଶ୍ରୀ ପ୍ରଫୁଲ୍ଲ କର, ଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର (ଜନ୍ମ: ୧୯୩୯)
ମାର୍ଚ୍ଚ
ଜନ୍ମ
- ୧୫ – କାଶୀନାଥ ପୂଜାପଣ୍ଡା, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଶୀ ସଙ୍ଗୀତଜ୍ଞ (ଜନ୍ମ: ୧୯୨୧)
ମଇ
ଜନ୍ମ
- ୧ – ଗୋପାଳ ଘୋଷ, ଓଡ଼ିଶାର ପ୍ରଥମ ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା (ଜନ୍ମ: ୧୯୨୦)
ମୃତ୍ୟୁ
- ୩୧ – ବ୍ରଜନାଥ ରଥ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ କବି (ମୃତ୍ୟୁ: ୨୦୧୪)
ଜୁନ
ଜନ୍ମ
- ୧ – ଫତୁରାନନ୍ଦ, 'ସାରଳା ସମ୍ମାନ' ପ୍ରାପ୍ତ ବ୍ୟଙ୍ଗ ସାହିତ୍ୟିକ (ଜନ୍ମ: ୧୯୧୫)
ମୃତ୍ୟୁ
- ୨୬ – ରାମଚନ୍ଦ୍ର ମିଶ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ନାଟ୍ୟକାର (ମୃତ୍ୟୁ: ୧୯୯୨)
ଜୁଲାଇ
ମୃତ୍ୟୁ
- ୨୭ – ହୃଦାନନ୍ଦ ରାୟ, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ମୃତ୍ୟୁ: ୨୦୧୫)
ଅଗଷ୍ଟ
ମୃତ୍ୟୁ
- ୩୧ – ଚୌଧୁରୀ ହେମକାନ୍ତ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ବ୍ୟଙ୍ଗ ସାହିତ୍ୟିକ ଓ ଶିକ୍ଷାବିତ (ମୃତ୍ୟୁ: ୨୦୦୫)
ସେପ୍ଟେମ୍ବର
ଜନ୍ମ
- ୧ – ଅରବିନ୍ଦ ମୁଦୁଲି, ଭଜନ ଗାୟକ (ଜନ୍ମ: ୧୯୬୧)
- ୪ – ସାହିତ୍ୟ ବିଶାରଦ କୁଞ୍ଜବିହାରୀ ତ୍ରିପାଠୀ, ଶିକ୍ଷାବିତ ଓ ଭାଷା ଗବେଷକ (ଜନ୍ମ: ୧୯୧୧)
- ୫ – ଧନେଶ୍ଵର ମହାପାତ୍ର, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୩୧)
- ୧୦ – ଉପେନ୍ଦ୍ର ତ୍ରିପାଠୀ, ଶିଶୁ ସାହିତ୍ୟିକ (ଜନ୍ମ: ୧୯୦୩)
- ୧୦ – ପଦ୍ମଶ୍ରୀ କୁଙ୍କୁମ ମହାନ୍ତି, ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ (ଜନ୍ମ: ୧୯୪୬)
- ୧୩ – ରଙ୍ଗନାଥ ମିଶ୍ର, ଉଚ୍ଚତମ ନ୍ୟାୟାଳୟର ଭୂତପୂର୍ବ ପ୍ରଧାନ ବିଚାରପତିକବି (ମୃତ୍ୟୁ: ୨୦୧୨)
- ୧୪ – ବୈକୁଣ୍ଠନାଥ ପଟ୍ଟନାୟକ, କବି (ଜନ୍ମ: ୧୯୦୪)
- ୧୪ – ଶ୍ରଦ୍ଧାକର ସୁପକାର, ଗାନ୍ଧିବାଦୀ ରାଜନେତା, ସାମ୍ବାଦିକ ଓ ଲେଖକ (ଜନ୍ମ: ୧୯୧୪)
- ୧୫ – ବ୍ରଜରାଜ ମହାପାତ୍ର, ତିଗିରିଆର ଶେଷ ରାଜା (ଜନ୍ମ: ୧୯୨୧)
- ୧୫ – ଅମିୟ କୁମାରୀ ପାଢ଼ୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି (ଜନ୍ମ: ୧୯୩୩)
- ୧୬ – ଚନ୍ଦ୍ରଶେଖର ରାଓ, ଓଡ଼ିଶା ଲଳିତକଳା ଏକାଡେମୀ ସମ୍ମାନିତ ଚିତ୍ରଶିଳ୍ପୀ (ଜନ୍ମ:୧୯୪୦)
- ୧୭ – ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର (ଜନ୍ମ: ୧୯୩୭)
- ୧୮ – ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, ସମାଜସେବୀ (ମୃତ୍ୟୁ: ୧୯୫୭)
- ୨୧ – ପଦ୍ମଶ୍ରୀ ଭଗବାନ ସାହୁ, ଲୋକନୃତ୍ୟ ଅଭିନେତା ଓ ନିର୍ଦ୍ଦେଶକ (ଜନ୍ମ: ୧୯୧୪)
- ୨୨ – ପଦ୍ମଶ୍ରୀ ଜୟନ୍ତ ମହାପାତ୍ର (ଜନ୍ମ: ୧୯୨୮)
- ୨୮ – କବିବର ରାଧାନାଥ ରାୟ (ଜନ୍ମ: ୧୮୪୮)
- ୨୯ – ପଠାଣି ପଟ୍ଟନାୟକ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୨୮)
- ୩୦ – ପ୍ରଫୁଲ୍ଲ ଦାସ, ଶାରଳା ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୭)
- ୩୦ – ଧନେଶ୍ଵର ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ସାହିତ୍ୟିକ (ଜନ୍ମ: ୧୯୪୯)
ମୃତ୍ୟୁ
- ୧ – ସୁରେନ୍ଦ୍ରନାଥ ଦ୍ଵିବେଦୀ, ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ (ମୃତ୍ୟୁ: ୨୦୦୧)
- ୦୮– ଶିବବ୍ରତ ଦାସ, ଓଡ଼ିଆ କଥାଚିତ୍ର ଗୀତିକାର (ମୃତ୍ୟୁ: ୧୯୮୮)
- ୯ – ସଦାଶିବ ତ୍ରିପାଠୀ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା (ମୃତ୍ୟୁ: ୧୯୮୦)
- ୧୨ – ଦାଶରଥି ପଟ୍ଟନାୟକ, ସଂଗ୍ରାହକ (ମୃତ୍ୟୁ: ୧୯୯୭)
- ୧୩ – ରାମଶଙ୍କର ରାୟ, ଆଧୁନିକ ଓଡ଼ିଆ ନାଟକର ଜନକ (ଜନ୍ମ: ୧୯୩୧)
- ୧୩ – ନର୍ମଦା କର, ଓଡ଼ିଶାର ପ୍ରଥମ ମହିଳା ସ୍ନାତକ (ମୃତ୍ୟୁ: ୧୯୮୦)
- ୧୩ – ରଙ୍ଗନାଥ ମିଶ୍ର, ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି (ମୃତ୍ୟୁ: ୨୦୧୨)
- ୨୧ – ନିଜାମ, ଗୀତିକାର (ମୃତ୍ୟୁ: ୨୦୧୫)
- ୨୩ – ନୀରଦପ୍ରଭା ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ (ମୃତ୍ୟୁ: ୨୦୧୬)
- ୨୮ – ରାମକୃଷ୍ଣ ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନୀତ ଶିଶୁ ସାହିତ୍ୟିକ (ମୃତ୍ୟୁ: ୧୯୯୪)
ଅକ୍ଟୋବର
ଜନ୍ମ
- ୧ – ରମେଶ ପ୍ରସାଦ ମହାପାତ୍ର, ପ୍ରତ୍ନତତ୍ତ୍ୱବିଦ୍ ଓ ଓଡ଼ିଶା ଅଧ୍ୟୟନର ଗବେଷକ (ଜନ୍ମ: ୧୯୩୯)
- ୧ – ରତି ରଞ୍ଜନ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ନାଟ୍ୟକାର (ଜନ୍ମ: ୧୯୫୨)
- ୨ – ନିଜାମ, ଗୀତିକାର (ଜନ୍ମ: ୧୯୫୧)
- ୨ – ଅପୂର୍ବ ରଞ୍ଜନ ରାୟ, ଓଡ଼ିଆ ସାହିତ୍ୟିକ (ଜନ୍ମ: ୧୯୪୭)
- ୩ – ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ (ଜନ୍ମ: ୧୮୯୦)
- ୩ – ଚିତ୍ତରଞ୍ଜନ ଦାସ, କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର ସମ୍ମାନିତ ସାହିତ୍ୟିକ (ଜନ୍ମ: ୧୯୨୩)
- ୪ – ମନୋଜ କୁମାର ପଣ୍ଡା, ଶାରଳା ପୁରସ୍କାର ସମ୍ମାନିତ ଗାଳ୍ପିକ (ଜନ୍ମ: ୧୯୫୪)
- ୮ – ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଐତିହାସିକ, ସାହିତ୍ୟିକ ଓ ରାଜନୀତିଜ୍ଞ (ଜନ୍ମ: ୧୮୯୦)
- ୯ – ଉତ୍କଳମଣି ଗୋପବନ୍ଧୁ ଦାସ (ଜନ୍ମ: ୧୮୭୭)
- ୧୦ – ପଦ୍ମଶ୍ରୀ ଘନଶ୍ୟାମ ମିଶ୍ର, ଆୟୁର୍ବେଦିକ ଚିକିତ୍ସକ ଓ ଗବେଷକ (ଜନ୍ମ: ୧୯୨୨)
- ୧୨ – ନର୍ମଦା କର, ଓଡ଼ିଶାର ପ୍ରଥମ ମହିଳା ସ୍ନାତକ (ଜନ୍ମ: ୧୮୯୩)
- ୧୨ – ରାମଚନ୍ଦ୍ର ମିଶ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ନାଟ୍ୟକାର (ଜନ୍ମ: ୧୯୨୦)
- ୧୨ – ଅକ୍ଷୟ ମହାନ୍ତି, ଜୟଦେବ ପୁରସ୍କାର ସମ୍ମାନିତ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ, ଲେଖକ (ଜନ୍ମ: ୧୯୩୭)
- ୧୬ – ନବୀନ ପଟ୍ଟନାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ (ଜନ୍ମ: ୧୯୪୬)
- ୧୭ – ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, ସମାଜସେବୀ (ଜନ୍ମ: ୧୮୮୭)
- ୧୭ – ଚନ୍ଦ୍ରଶେଖର ରଥ, ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ସମ୍ମାନିତ ଲେଖକ (ଜନ୍ମ: ୧୯୨୯)
- ୧୯ – ଉମାଚରଣ ପଟ୍ଟନାୟକ, ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ (ଜନ୍ମ: ୧୯୦୨)
- ୨୩ – କାର୍ତ୍ତିକ କୁମାର ଘୋଷ, 'ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ' ପ୍ରାପ୍ତ ଅଭିନେତା (ଜନ୍ମ: ୧୯୦୩)
- ୨୩ – ନରେନ୍ଦ୍ର ନାଥ ମିଶ୍ର, ଓଡ଼ିଆ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ (ଜନ୍ମ: ୧୯୨୯)
- ୨୫ – ବିଭୂତି ପଟ୍ଟନାୟକ, ସାହିତ୍ୟିକ (ଜନ୍ମ: ୧୯୩୭)
- ୨୫ – ନିତ୍ୟାନନ୍ଦ ଶତପଥୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସମାଲୋଚକ (ଜନ୍ମ: ୧୯୩୭)
- ୨୬ – ଗଣକବି ବୈଷ୍ଣବ ପାଣି, (ଜନ୍ମ: ୧୮୮୨)
- ୨୬ – ପଣ୍ଡିତ ଗୋଦାବରୀଶ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର (ଜନ୍ମ: ୧୮୮୬)
- ୨୮ – ଗଣେଶ୍ଵର ମିଶ୍ର, ଲେଖକ, ଅନୁବାଦକ (ଜନ୍ମ: ୧୯୪୨)
- ୨୯ – ଜୟୀ ରାଜଗୁରୁ, ଭାରତର ପ୍ରଥମ ଶହୀଦ (ଜନ୍ମ: ୧୭୩୯)
ନଭେମ୍ବର
- ୧ – ଅନନ୍ତ କୁମାର ପଣ୍ଡା, ଧର୍ମପଦ ପୁରସ୍କାର ସମ୍ମାନିତ ଭାସ୍କର୍ଯ୍ୟ ଶିଳ୍ପୀ (ଜନ୍ମ: ୧୯୩୪)
- ୧ – ଭାଗିରଥି ଦାସ, ଓଡ଼ିଆ ସାହିତ୍ୟିକ (ଜନ୍ମ: ୧୯୩୯)
- ୮ – ଇନ୍ଦ୍ରାଣୀ ମିଶ୍ର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତ କଣ୍ଠଶିଳ୍ପୀ (ଜନ୍ମ: ୧୯୫୧)
- ୧୧ – ବିଶ୍ଵନାଥ ପଟ୍ଟନାୟକ, ଜମୁନାଲାଲ ବଜାଜ ପୁରସ୍କାର ସମ୍ମାନିତ ସମାଜ ସେବୀ (ଜନ୍ମ: ୧୯୧୬)
- ୧୨ – ନୀରଦ ମହାପାତ୍ର, ଓଡ଼ିଆ କଥାଚିତ୍ର ଓ ବୃତ୍ତଚିତ୍ର ନିର୍ଦ୍ଦେଶକ (ଜନ୍ମ: ୧୯୪୭)
- ୧୨ – ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ, ଭାରତର ପ୍ରଥମ କିନ୍ନର ପ୍ରଶାସନିକ ସେବା ଅଧିକାରୀ (ଜନ୍ମ: ୧୯୮୩)
- ୧୯ – କମଳାକାନ୍ତ ଲେଙ୍କା, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ କବି (ଜନ୍ମ: ୧୯୩୫)
- ୨୧ – ଲୋକନାଥ ମିଶ୍ର, ଆସାମ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶର ଭୂତପୂର୍ବ ରାଜ୍ୟପାଳ (ଜନ୍ମ: ୧୯୨୨)
- ୨୫ – ରଙ୍ଗନାଥ ମିଶ୍ର, ଉଚ୍ଚତମ ନ୍ୟାୟାଳୟର ଭୂତପୂର୍ବ ପ୍ରଧାନ ବିଚାରପତିକବି (ଜନ୍ମ: ୧୯୨୬)
|
|
|
|
|
ଉଇକିପିଡ଼ିଆ ବ୍ୟବହାର କରିବେ କିପରି |
|
|