![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/91/Gopabandhu_Das_1964_stamp_of_India.jpg/640px-Gopabandhu_Das_1964_stamp_of_India.jpg&w=640&q=50)
ଗୋପବନ୍ଧୁ ଦାସ
ସ୍ଵାଧୀନତା ସଂଗ୍ରାମୀ, କବି, ଲେଖକ / From Wikipedia, the free encyclopedia
ଉତ୍କଳମଣି ଗୋପବନ୍ଧୁ ଦାସ (୯ ଅକ୍ଟୋବର ୧୮୭୭ - ୧୭ ଜୁନ ୧୯୨୮) ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କବି ଓ ଲେଖକ ଥିଲେ । ସେ ଦୈନିକ ଓଡ଼ିଆ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ ।[2]
Quick Facts ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଜନ୍ମ ...
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ | |
---|---|
![]() ଗୋପବନ୍ଧୁଙ୍କ ଛବି ଥାଇ ପ୍ରକାଶିତ ୧୯୬୪ମସିହାର ଡାକ ଟିକଟ | |
ଜନ୍ମ | (1877-10-09)୯ ଅକ୍ଟୋବର ୧୮୭୭ ସୁଆଣ୍ଡୋ, ପୁରୀ |
ମୃତ୍ୟୁ | ୧୭ ଜୁନ ୧୯୨୮(1928-06-17) (ବୟସ ୫୦) ସତ୍ୟବାଦୀ |
ସତ୍ୟବାଦୀ | |
ଜାତୀୟତା | ![]() |
ଅନ୍ୟ ନାମ | ସ୍ୱଦେଶହିତୈଷୀ, ପଣ୍ତିତ ଗୋପବନ୍ଧୁ [1] |
ଶିକ୍ଷା | ବି.ଏଲ. |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପ୍ରସିଦ୍ଧି | ସ୍ୱାଧୀନତା ସଂଗ୍ରାମୀ, କବି, 'ସମାଜ'ର ପ୍ରତିଷ୍ଠାତା |
ବୈବାହିକ-ସାଥୀ | ଅପତୀ ଦେବୀ |
ପିତାମାତା(s) | ଦୈତାରି ଦାସ ସ୍ୱର୍ଣ୍ଣମୟୀ ଦେବୀ |
Close