ଓଡିଶାର ଏକ ଜିଲ୍ଲା, ଭାରତ From Wikipedia, the free encyclopedia
ପୁରୀ ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଏହା ରାଜଧାନୀ ଭୁବନେଶ୍ୱରରୁ ୬୦ କିମି ଦୁରରେ ଅବସ୍ଥିତ । ପୁରୀ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।
ପୁରୀ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା[1] | ପୁରୀ, ଜଗତସିଂହପୁର |
ଭାଷା | ଓଡ଼ିଆ, ଇଂରାଜୀ |
Named for | ଶ୍ରୀକ୍ଷେତ୍ର |
ବିଧାନ ସଭା | ୫ଟି ଆସନ |
Area | |
• ଜିଲ୍ଲା | 3,634 km2 (1,403 sq mi) |
• ବେଳାଭୂମି | 81 km2 (31 sq mi) |
Population (୨୦୧୧) | |
• ଜିଲ୍ଲା | ୧୬୯୭୯୮୩ |
• Rank | ଓଡ଼ିଶାରେ ନବମ (୯/୩୦) |
• Density | 609/km2 (1,580/sq mi) |
• Urban | ୨୬୫୪୪୬ |
• Rural | ୧୪୩୨୫୩୭ |
• ୬ ବର୍ଷରୁ କମ ଶିଶୁ | ୧୬୪୩୮୮ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୨***[2] |
Area code | +୦୬୭୮୨ |
ଯାନବାହାନ ପଞ୍ଚୀକରଣ | OD-13 |
Website | Official website |
ପୁରୀ ଓଡ଼ିଶାର ଏକ ସମୁଦ୍ର କୁଳିଆ ଜିଲ୍ଲା ହେଇଥିବାରୁ ଏଠାରେ ବର୍ଷସାରା ଜଳବାୟୁ ପ୍ରାୟ ସମାନ ଥାଏ । ପୁରୀ ଜିଲ୍ଲା ୧୯ ଡିଗ୍ରି ୨୮ ମିନିଟ୍ରୁ ୨୬ ଡିଗ୍ରି ୩୫ ମିନିଟ୍ ଅକ୍ଷାଂଷ ଓ ୮୪ ଡିଗ୍ରି ୪୯ ମିନିଟ୍ରୁ ୮୬ ଡିଗ୍ରି ୨୫ ମିନିଟ୍ ଦ୍ରାଘିମା ମନ୍ଧ୍ୟରେ ପ୍ରାୟ ୩୦୫୧ ବର୍ଗ କି. ମି. ବା ୨୬୪୯୮୮ ହେକ୍ଟର ଅଞ୍ଚଳରେ ବିସ୍ତ୍ରୁତ ।
୨୦୧୧ ଜନଗଣନା ଅନୁସାରେ ପୁରୀ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୬,୯୭,୯୮୩[3] |ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୩୨,୫୩୭ ଓ ସହରାଞ୍ଚଳରେ ୨,୬୫,୪୪୬ ଲୋକ ବାସ କରନ୍ତି [4] |
ବାଲିହରଚଣ୍ଡୀ। ସାତଲହଡି ମଠ । କପେଳଶ୍ୱରପୁର । ମାଣିକପାଟଣା । ଗୁଣ୍ଡିଚା ମନ୍ଦିର । ସୁନାର ଗୌରାଙ୍ଗ । ଦକ୍ଷିଣକାଳୀ ମନ୍ଦିର,ବୀରଗୋବିନ୍ଦପୁର । କାମରୁପା କାଳୀ ମନ୍ଦିର,ବୀରପ୍ରତାପପୁର । ଉଗ୍ରତାରା କାଳୀ ମନ୍ଦିର, ସମଯାଜପୂର । ଦକ୍ଷିଣ କାଳୀ ପୀଠ, ବୀରନରସିଂହପୁର । ବରାଳ ବାଲୁଙ୍କେଶ୍ୱର ମନ୍ଦିର,ବରାଳ | ବାବା ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହି । ନୀଳକଣ୍ଠେଶ୍ୱର ମନ୍ଦିର, ଷ୍ଟାଣ୍ଡରା । ବାୟାବାବା ଗାଦି । ପଞ୍ଚୁପାଣ୍ଡବ ମନ୍ଦିର ସମୂହ । ବାଟ ମଙ୍ଗଳା । ଇନ୍ଦ୍ରେଶ୍ୱର ମହାଦେବ,ଓଲ୍ଲ ଓ ଅନ୍ୟାନ୍ୟ ମଠ ମନ୍ଦିର ।
ମହାବିଦ୍ୟାଳୟ ଓ ସ୍ୱାସ୍ଥକେନ୍ଦ୍ର, ପୁରୀ]]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.