From Wikipedia, the free encyclopedia
ଦୟା ନଦୀ ବା ଦଇଆ ନଈ କୁଆଖାଇର ଏକ ଶାଖାନଦୀ । ଦଧୀଚି ମୁନିଙ୍କ ନାମରୁ ଏହି ନଦୀର ନାମ ଦୟା ହୋଇଛି । ଏହାର ପ୍ରାଚୀନ ନାମ ଦଧିଭଦ୍ରାରୁ ଅପଭ୍ରଷ୍ଟ ହୋଇ ଦଧିଆ, ପରେ ଦହିଆ, ତତ୍ପରେ 'ଦୟା' ନାମ ହୋଇଛି ।[୧]
ଏହା ଖୋର୍ଦ୍ଧା ଜିଲ୍ଲା ବାଳକାଟୀ ନିକଟସ୍ଥ ସରଦେଇପୁରଠାରେ ବାହାରି ଧଉଳି, ତିରିମଲ୍ଲ, ଘୋରଡିଆ, ତ୍ରିଲୋଚନପୁର, କଣାସ, ଜଙ୍କିଆ, ଗଡ଼ିଶାଗୋଦା ପ୍ରଭୃତି ଅଞ୍ଚଳ ଦେଇ ଦୀର୍ଘ ୩୭ କି.ମି ଅତିକ୍ରମ କରି ଚିଲିକାରେ ମିଶିଛି [୨]ରାଜୁଆ ଏହାର ଶାଖାନଦୀ
Seamless Wikipedia browsing. On steroids.