ନୀରଦପ୍ରଭା ପଟ୍ଟନାୟକ(୬ ଫେବୃଆରୀ ୧୯୨୬ - ୨୩ ସେପ୍ଟେମ୍ବର ୨୦୧୬) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ୮୦ବର୍ଷର କର୍ମମୟ ସାମାଜିକ ଜୀବନୀ ମଧ୍ୟରେ ନୀରଦପ୍ରଭା, ଜଣେ ଗାଳ୍ପିକ ଓ ସମ୍ପାଦକ ଭାବରେ ଓଡ଼ିଆ ସାହିତ୍ୟରେ ନିଜର ଅବଦାନ ରଖିଛନ୍ତି ।[1] ସେ ଉତ୍କଳ ମହିଳା ସମିତିର ପ୍ରାକ୍ତନ ଅଧ୍ୟକ୍ଷ ମଧ୍ୟ ଥିଲେ ।

Quick Facts ନୀରଦପ୍ରଭା ପଟ୍ଟନାୟକ, ଜନ୍ମ ...
ନୀରଦପ୍ରଭା ପଟ୍ଟନାୟକ
ଜନ୍ମ
ନୀରଦପ୍ରଭା ପଟ୍ଟନାୟକ

(1926-02-06)୬ ଫେବୃଆରୀ ୧୯୨୬
ମୃତ୍ୟୁ୨୩ ସେପ୍ଟେମ୍ବର ୨୦୧୬(2016-09-23) (ବୟସ ୯୦)
ଜାତୀୟତାଭାରତୀୟ
ପ୍ରସିଦ୍ଧିସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ
ବୈବାହିକ-ସାଥୀଅନନ୍ତ ପଟ୍ଟନାୟକ
ସନ୍ତାନଅମରେଶ ପଟ୍ଟନାୟକ
ପିତାମାତାଦିବ୍ୟସିଂହ ପଟ୍ଟନାୟକ
Close

ସାହିତ୍ୟ କୃତି

  • ଆଲୋଡ଼ନ
  • ମନ ନିର୍ଝର
  • ସାଆନ୍ତାଣୀ
  • ଭିତର ଅଗଣା

ପାରିବାରିକ ଜୀବନ

ନୀରଦପ୍ରଭା, ସାହିତ୍ୟିକ ଦିବ୍ୟସିଂହ ପଟ୍ଟନାୟକଙ୍କ କନ୍ୟା ଓ ଗବେଷକ ସୁରସିଂହ ପଟ୍ଟନାୟକଙ୍କ ଭଉଣୀ ଥିଲେ । ସେ ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ଧର୍ମପତ୍ନୀ ଓ କବି ଅମରେଶ ପଟ୍ଟନାୟକ ତାଙ୍କ ପୁତ୍ର ଅଟନ୍ତି ।[2]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.