ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮)[1][2] ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର,[3] ପ୍ରାବନ୍ଧିକ[4] ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।[5]
Quick Facts ଚନ୍ଦ୍ରଶେଖର ରଥ, ଜନ୍ମ ଓ ଜନ୍ମସ୍ଥାନ ...
ଚନ୍ଦ୍ରଶେଖର ରଥ |
---|
|
ଜନ୍ମ ଓ ଜନ୍ମସ୍ଥାନ | (1929-10-17)୧୭ ଅକ୍ଟୋବର ୧୯୨୯ ମାଲପଡ଼ା, ବଲାଙ୍ଗୀର |
---|
ମୃତ୍ୟୁ | ୯ ଫେବୃଆରୀ ୨୦୧୮(2018-02-09) (ବୟସ ୮୮) |
---|
ବୃତ୍ତି | ଲେଖକ |
---|
ଭାଷା | ଓଡ଼ିଆ |
---|
ଜାତୀୟତା | ଭାରତୀୟ |
---|
ନାଗରିକତା | ଭାରତୀୟ |
---|
ପୁରସ୍କାର | ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
---|
ଜୀବନସାଥୀ | ଚାରୁବାଳା ରଥ |
---|
Close
ଚନ୍ଦ୍ରଶେଖରଙ୍କ ପିତାଙ୍କ ନାମ ଥିଲା କେଳେଇ ରଥ ଓ ମାତାଙ୍କ ନାମ ଥିଲା ଚମ୍ପା ଦେବୀ ।[6] ତାଙ୍କ ପତ୍ନୀଙ୍କ ନାମ ଚାରୁବାଳା ରଥ ।[7]
ଉପନ୍ୟାସ
- ଯନ୍ତ୍ରାରୁଢ଼ (୧୯୬୭)[8]
- ଅସୂର୍ଯ୍ୟ ଉପନିବେଶ (୧୯୭୪)
- ନବଜାତକ (୧୯୮୧)
କ୍ଷୁଦ୍ରଗଳ୍ପ ସଙ୍କଳନ
- ଅନେକ ବନ୍ୟା ପରେ (୧୯୭୮)
- ଅଶ୍ୱାରୋହୀର ଗଳ୍ପ (୧୯୭୯)
- ସମ୍ରାଟ ଓ ଅନ୍ୟମାନେ (୧୯୮୦)
- ଅନ୍ୟ ଏକ ସକାଳ (୧୯୮୧)
- ସବୁଯାକ ସ୍ୱପ୍ନ (୧୯୮୪)
- ବାଘ ସବାର (୧୯୮୭)
- ଏତେ ପାଖରେ ସମୁଦ୍ର (୧୯୮୮)
- ପାହାଡ ଚଢା
- ବିକ୍ରୀ ପାଇଁ ଫୁଲମାଳ (୧୯୯୦)
- ସ୍ୱପ୍ନ ବାହାକ (୧୯୯୨)
- ସବୁଠାରୁ ଦୀର୍ଘ ରାତି (୧୯୯୪)
- କ୍ରମଶ ଗଭୀର ନଇ (୧୯୯୬)
- ଅନ୍ତିମ (୧୯୯୬)
- ଶିଖର ଲଙ୍ଘନ (୨୦୦୨)
- ନାଗାନ୍ତକ ବିଦ୍ୟା (୨୦୦୪)
- ସନ୍ଧିକାଳ (୨୦୦୭)
ନିବନ୍ଧ ସଙ୍କଳନ
- ଦୃଷ୍ଟି ଓ ଦର୍ଶନ (୧୯୭୧)
- ଏ ଯେଉଁ ପୃଥିବୀ (୧୯୭୫)
- ମୁଁ ସତ୍ୟଧର୍ମା କହୁଛି (୧୯୭୭)
- ମଧୁସନ୍ଧାନ (୧୯୭୮)
- ଉତ୍ତର ଅରଣ୍ୟ (୧୯୭୦/୮୦)
- ଅଶ୍ରୁତ ସ୍ୱର (୧୯୮୧)
- କ୍ରୀତଦାସର ସ୍ୱପ୍ନ (୧୯୮୧)
- ରଥ ସପ୍ତକ (୧୯୮୫)
- ବିଶେଷ କଥନ (୨୦୦୫)
- ଲଘୁ ସଂହିତା (୨୦୧୨)
- ନିବନ୍ଧ ସଂଗ୍ରହ (୨୦୧୨)
- ଉନ୍ମୋଚିତ ଦିଗ୍ବଳୟ (୨୦୧୨)
କବିତା ସଙ୍କଳନ
- ତୁମ ପାଇଁ ପକ୍ଷୀଗାନ (୨୦୦୦)
- ଆଗକୁ ବନସ୍ତ (୨୦୦୨)
- ମୋ ଘର ବହୁତ ଦୂର (୨୦୧୨)
ଅନ୍ୟାନ୍ୟ ସଙ୍କଳନ
- ଅତିବଡ଼ୀ ଶ୍ରୀମଦ୍ ଭାଗବତ ଗୀତା ଭାଷ୍ୟ-ଆଚାର୍ଯ୍ୟ ଶଙ୍କର (୨୦୦୯)
- ରିଚାର୍ଡ ବାକ୍ଙ୍କ ଜନାଥନ୍ ସି’ଗଲ୍ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’
- ପାଠଚକ୍ର ଡାଏରୀ (୨୦୦୨)
- ମୃତ୍ୟୁ ଆରପାରିରୁ ସଙ୍କେତ (୨୦୦୩)
- ପଦ୍ମଶ୍ରୀ, ୨୦୧୮[9]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭[10]
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୦[11][12]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[13]
- ଅସୂର୍ଯ୍ୟ ଉପନିବେଶ ଉପନ୍ୟାସ ନିମନ୍ତେ, ୧୯୭୭
- ଅଶ୍ରୁତ ସ୍ୱର ପ୍ରବନ୍ଧ ଓ ସମାଲୋଚନା ନିମନ୍ତେ, ୧୯୭୮
- ଶାରଳା ପୁରସ୍କାର, ୧୯୮୨[14]
- ଝଙ୍କାର ପୁରସ୍କାର (ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା), ୧୯୭୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[15]
- ସାହିତ୍ୟ ଭାରତୀ ସମ୍ମାନ, ୨୦୧୧ [16]
- ପ୍ରଜାତନ୍ତ୍ର ବିଷୁବ ପୁରସ୍କାର, ୧୯୬୩ [17]
- ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ ଉପାଧି ପ୍ରଦାନ, ୨୦୦୮
- ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ ଉପାଧି ପ୍ରଦାନ, ୨୦୧୨
"ପଦ୍ମଶ୍ରୀ". ଧରିତ୍ରୀ ୦୩/୦୪/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. Retrieved 3 April 2018.
"Atibadi award declared for past 3 yrs". dailypioneer.com. 2013. Retrieved 15 July 2013. Chandrasekhar Rath, Gaganendranath Das and Brajanath Rath for the prestigious Atibadi Jagannath Das Award for the year 2010, 2011 and 2012, respectively