ଓଡ଼ିଶା ସାହିତ୍ୟ ଏକାଡେମୀ
ଓଡ଼ିଶାର ସାରସ୍ୱତ ଅନୁଷ୍ଠାନ From Wikipedia, the free encyclopedia
ଓଡ଼ିଶାର ସାରସ୍ୱତ ଅନୁଷ୍ଠାନ From Wikipedia, the free encyclopedia
ଓଡ଼ିଆ: ଓଡ଼ିଶା ସାହିତ୍ୟ ଏକାଡେମି ଏକ ସ୍ୱୟଂଶାସିତ ସାହିତ୍ୟିକ ଅନୁଷ୍ଠାନ । ଏହା ଓଡ଼ିଶା ସରକାର ୧୯୫୭ ମସିହାରେ ଗଠନ କରିଥିଲେ।[1] । ଏହାର ଲକ୍ଷ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରୋତ୍ସାହନ , ସାହିତ୍ୟ ସମ୍ବନ୍ଧୀୟ କ୍ରିୟାକଳାପଦ୍ୱାରା ଓଡ଼ିଶାର ସାଂସ୍କୃତିକ ଐକ୍ୟ ସୁଦୃଢ କରିବା । [2] ୧୯୭୦ ମସିହା ଜୁଲାଇ ୨୫ ତାରିଖରେ ସାହିତ୍ୟ ଏକାଡେମୀର ସମ୍ବିଧାନ ପ୍ରଣୟନ କରାଯାଇଥିଲା ଓ ଏହାକୁ ସ୍ୱୟଂଶାସିତ ସଂଗଠନର ମର୍ଯ୍ୟଦା ଦିଆ ଯାଇଥିଲା ।[3]
ଓଡ଼ିଶା ସାହିତ୍ୟ ଏକାଡେମୀ | |
---|---|
ସ୍ଥାପନା | ଜୁଲାଇ 25, 1957 |
ସଭାପତି | ହୃଷୀକେଶ ମଲ୍ଲିକ |
ସଚିବ | ପ୍ରବୋଧ କୁମାର ରାଉତ |
ୱେବ୍ସାଇଟ | odishasahityaakademi.org/ |
ଏହି ସଂସ୍ଥାପନ ନିମ୍ନଲିଖିତ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ।[4]
ଓଡ଼ିଆ ଲେଖା ଏବଂ ପୁସ୍ତକ ସଂକୁଳିତ, ସମ୍ପାଦିତ ଏବଂ ପ୍ରକାଶିତ କରିବା ଏକାଡେମୀର ଅନ୍ୟତମ କାର୍ଯ୍ୟ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.