ଭାରତର ପ୍ରଧାନମନ୍ତ୍ରୀମାନଙ୍କର ତାଲିକା
From Wikipedia, the free encyclopedia
ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବ୍ୟକ୍ତିବିଶେଷ ।
More information ସଂ, ନାମ ...
ସଂ | ନାମ | ଛବି | କାର୍ଯ୍ୟଗ୍ରହଣ | କାର୍ଯ୍ୟତ୍ୟାଗ | କାର୍ଯ୍ୟକାଳ | ଜନ୍ମ | ମୃତ୍ୟୁ | ଦଳ |
---|---|---|---|---|---|---|---|---|
୧ | ଜବାହରଲାଲ ନେହେରୁ | ୧୫ ଅଗଷ୍ଟ ୧୯୪୭ c | ୨୯ ମେ ୧୯୬୪ 1 | ୧୬ ବର୍ଷ ୨୮୬ ଦିନ | ୧୪ ନଭେମ୍ବର ୧୮୮୯ | ୨୭ ମେ ୧୯୬୪ | ଭାରତୀୟ ଜାତୀୟ କଂଗ୍ରେସ | |
୨ | ଗୁଲଜାରିଲାଲ ନନ୍ଦା | ୨୭ ମେ ୧୯୬୪ | ୯ ଜୁନ ୧୯୬୪ * | ୪ ଜୁଲାଇ ୧୮୯୮ | ୧୫ ଜାନୁଆରୀ ୧୯୯୮ | ଭାରତୀୟ ଜାତୀୟ କଂଗ୍ରେସ | ||
୩ | ଲାଲ ବାହାଦୁର ଶାସ୍ତ୍ରୀ | ୯ ଜୁନ ୧୯୬୪ | ୧୧ ଜାନୁଆରୀ ୧୯୬୬ 1 | ୨ ଅକ୍ଟୋବର ୧୯୦୪ | ୧୧ ଜାନୁଆରୀ ୧୯୬୬ | ଭାରତୀୟ ଜାତୀୟ କଂଗ୍ରେସ | ||
୪ | ଗୁଲଜାରିଲାଲ ନନ୍ଦା | ୧୧ ଜାନୁଆରୀ ୧୯୬୬ | ୨୪ ଜାନୁଆରୀ ୧୯୬୬ * | ୪ ଜୁଲାଇ ୧୮୯୮ | ୧୫ ଜାନୁଆରୀ ୧୯୯୮ | ଭାରତୀୟ ଜାତୀୟ କଂଗ୍ରେସ | ||
୫ | ଇନ୍ଦିରା ଗାନ୍ଧୀ | ୨୪ ଜାନୁଆରୀ ୧୯୬୬ 2 c | ୨୪ ମାର୍ଚ୍ଚ ୧୯୭୭ | ୧୯ ନଭେମ୍ବର ୧୯୧୭ | ୩୧ ଅକ୍ଟୋବର ୧୯୮୪ | ଭାରତୀୟ ଜାତୀୟ କଂଗ୍ରେସ | ||
୬ | ମୋରାରଜୀ ଦେଶାଇ | ୨୪ ମାର୍ଚ୍ଚ ୧୯୭୭ | ୨୮ ଜୁଲାଇ ୧୯୭୯ 4 | ୨୯ ଫେବ୍ରୁଆରୀ ୧୮୯୬ | ୧୦ ଅପ୍ରେଲ ୧୯୯୫ | ଜନତା ଦଳ | ||
୭ | ଚରଣ ସିଂହ | 100px | ୨୮ ଜୁଲାଇ ୧୯୭୯ | ୧୪ ଜାନୁଆରୀ ୧୯୮୦ 3 | ୨୩ ଡିସେମ୍ବର ୧୯୦୨ | ୨୯ ମେ ୧୯୮୭ | ଜନତା ଦଳ | |
୮ | ଇନ୍ଦିରା ଗାନ୍ଧୀ | ୧୪ ଜାନୁଆରୀ ୧୯୮୦ 2 | ୩୧ ଅକ୍ଟୋବର ୧୯୮୪ 1 | ୧୯ ନଭେମ୍ବର ୧୯୧୭ | ୩୧ ଅକ୍ଟୋବର ୧୯୮୪ | ଭାରତୀୟ ଜାତୀୟ କଂଗ୍ରେସ | ||
୯ | ରାଜୀବ ଗାନ୍ଧୀ | ୩୧ ଅକ୍ଟୋବର ୧୯୮୪ c | ୨ ଡିସେମ୍ବର ୧୯୮୯ | ୨୦ ଅଗଷ୍ଟ ୧୯୪୪ | ୨୧ ମେ ୧୯୯୧ | ଭାରତୀୟ ଜାତୀୟ କଂଗ୍ରେସ | ||
୧୦ | ବିଶ୍ୱନାଥ ପ୍ରତାପ ସିଂହ | ୨ ଡିସେମ୍ବର ୧୯୮୯ | ୧୦ ନଭେମ୍ବର ୧୯୯୦ 3 | ୨୫ ଜୁନ ୧୯୩୧ | ୨୭ ନଭେମ୍ବର ୨୦୦୮ | ଜନତା ଦଳ | ||
୧୧ | ଚନ୍ଦ୍ର ଶେଖର | 100px | ୧୦ ନଭେମ୍ବର ୧୯୯୦ | ୨୧ ଜୁନ ୧୯୯୧ | ୧ ଜୁଲାଇ ୧୯୨୭ | ୮ ଜୁଲାଇ ୨୦୦୭ | ସମାଜବାଦୀ ଜନତା ଦଳ | |
୧୨ | ପି.ଭି. ନରସିଂହ ରାଓ | ୨୧ ଜୁନ ୧୯୯୧ c | ୧୬ ମେ ୧୯୯୬ | ୨୮ ଜୁନ ୧୯୨୧ | ୨୩ ଡିସେମ୍ବର ୨୦୦୪ | ଭାରତୀୟ ଜାତୀୟ କଂଗ୍ରେସ | ||
୧୩ | ଅଟଳ ବିହାରୀ ବାଜପେୟୀ | 100px | ୧୬ ମେ ୧୯୯୬ | ୧ ଜୁନ ୧୯୯୬ 3</sup> | ୨୫ ଡିସେମ୍ବର ୧୯୨୪ | ଜୀବିତ | ଭାରତୀୟ ଜନତା ପାର୍ଟି | |
୧୪ | ଏଚ.ଡି. ଦେବଗୌଡ଼ା | ୧ ଜୁନ ୧୯୯୬ | ୨୧ ଅପ୍ରେଲ ୧୯୯୭ 3 | ୧୮ ମେ ୧୯୩୩ | ଜୀବିତ | ଜନତା ଦଳ | ||
୧୫ | ଇନ୍ଦ୍ର କୁମାର ଗୁଜରାଲ | ୨୧ ଅପ୍ରେଲ ୧୯୯୭ | ୧୯ ମାର୍ଚ୍ଚ ୧୯୯୮ | ୪ ଡିସେମ୍ବର ୧୯୧୯ | ୩୦ ନଭେମ୍ବର ୨୦୧୨ | ଜନତା ଦଳ | ||
୧୬ | ଅଟଳ ବିହାରୀ ବାଜପେୟୀ | 100px | ୧୯ ମାର୍ଚ୍ଚ ୧୯୯୮ c | ୨୨ ମେ ୨୦୦୪ | ୨୫ ଡିସେମ୍ବର ୧୯୨୪ | ଜୀବିତ | ଭାରତୀୟ ଜନତା ପାର୍ଟି | |
୧୭ | ଡଃ ମନମୋହନ ସିଂହ | ୨୨ ମେ ୨୦୦୪ | ୨୬ ମେ ୨୦୧୪ | ୨୬ ସେପ୍ଟେମ୍ବର ୧୯୩୨ | ଜୀବିତ | ଭାରତୀୟ ଜାତୀୟ କଂଗ୍ରେସ | ||
୧୮ | ନରେନ୍ଦ୍ର ମୋଦୀ | ୨୬ ମେ ୨୦୧୪ | ପଦସ୍ଥ | ୧୭ ସେପ୍ଟେମ୍ବର ୧୯୫୦ | ଜୀବିତ | ଭାରତୀୟ ଜନତା ପାର୍ଟି |
Close