ଭାରତୀୟ ଜାତୀୟ କଂଗ୍ରେସ
ଭାରତର ରାଜନୀତିକ ଦଳ / From Wikipedia, the free encyclopedia
ଭାରତୀୟ ଜାତୀୟ କଂଗ୍ରେସ (ପ୍ରାୟତଃ କଂଗ୍ରେସ ପାର୍ଟି ବୋଲି ଜଣାଯାଏ) ଭାରତର କୋଣ ଅନୁକୋଣରେ ଥିବା ଏକ ବଡ଼ ରାଜନୈତିକ ଦଳ । ୧୮୮୫ ମସିହାରେ ଏହି ଦଳଟି ପ୍ରତିଷ୍ଠିତ ହୋଇଥିଲା ।[3]
ଏହା ହେଉଛି ପ୍ରଥମ ଦଳ ଯାହା ବ୍ରିଟିଶ ଶାଶକଙ୍କୁ ଏସିଆ ଓ ଆଫ୍ରିକାରୁ ଔପନାସିକବାଦରୁ ଓହରିଯିବା ନିମିତ୍ତ ଆନ୍ଦୋଳନ କରିଥିଲା । ଅନେକ ରାଜ୍ୟ ସରକାରରେ ମଧ୍ୟ ଏହା ଏକ ଶକ୍ତିଶାଳୀ ଦଳ ।
Quick Facts ଭାରତୀୟ ଜାତୀୟ କଂଗ୍ରେସ, ଅଧକ୍ଷ ...
ଭାରତୀୟ ଜାତୀୟ କଂଗ୍ରେସ | |
---|---|
ଅଧକ୍ଷ | ମଲ୍ଲିକାର୍ଜୁନ ଖଡଗେ |
Secretary-General | କେ ସି ବେଣୁଗୋପାଳ |
ସଂସଦରେ ଅଧକ୍ଷ | ଅଘୋଷିତ |
ଲୋକସଭା ନେତା | ଅଧିର ରଞ୍ଜନ ଚୌଧୁରୀ |
ରାଜ୍ୟସଭା ନେତା | ମଲ୍ଲିକାର୍ଜୁନ ଖଡଗେ (ବିପକ୍ଷ ଦଳର ନେତା) |
ଗଠନ | ୨୮ ଡିସେମ୍ବର ୧୮୮୫ |
ମୁଖ୍ୟ କାର୍ଯ୍ୟାଳୟ | ୨୪ ଆକବର ରୋଡ଼, ନୂଆ ଦିଲ୍ଲୀ, ୧୧୦୦୧୧ |
ଛାତ୍ର ଶାଖା | ଜାତୀୟ ଛାତ୍ର କଂଗ୍ରେସ |
ଯୁବକ ଶାଖା | ଜାତୀୟ ଯୁବ କଂଗ୍ରେସ |
ମହିଳା ଶାଖା | ମହିଳା କଂଗ୍ରେସ |
ଶ୍ରମିକ ଶାଖା | ଜାତୀୟ ଶ୍ରମିକ କଂଗ୍ରେସ |
ବିଚାରଧାରା | ମହାମେଣ୍ଟ] ଅର୍ଥନୈତିକ ଉଦାରବାଦ ସାମାଜିକ ଗଣତନ୍ତ୍ର ଧର୍ମନିରପେକ୍ଷତା ନାଗରିକ ଜାତୀୟତାବାଦ |
ରାଜନୈତିକ ଅବସ୍ଥାନ | କେନ୍ଦ୍ର- ବାମପନ୍ଥୀ[1] |
ଅନ୍ତର୍ଜାତୀୟ ଅନୁବନ୍ଧନ | ଗଣତାନ୍ତ୍ରିକ ମହାମେଣ୍ଟ[2] |
ରଙ୍ଗ | |
ଭା. ନି. କ. ସ୍ଥିତି | ଜାତୀୟ ଦଳ |
ମେଣ୍ଟ | ଭାରତୀୟ ଜାତୀୟ ବିକାଶଶୀଳ ସମାବେଶୀ ମହାମେଣ୍ଟ (ଇଣ୍ଡିଆ) |
ଲୋକସଭାରେ ଆସନ ସଂଖ୍ୟା | ୯୮ / ୫୪୩ |
ରାଜ୍ୟସଭାରେ ଆସନ ସଂଖ୍ୟା | ୨୭ / ୨୪୫ |
ସଂସଦରେ ଆସନ ସଂଖ୍ୟା | ୬୭୬ / ୪,୦୩୬ |
ନିର୍ବାଚନ ଚିହ୍ନ | |
ୱେବସାଇଟ | |
www |
Close
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ମେଣ୍ଟ ସରକାର ୟୁ.ପି.ଏ. (United Progressive Alliance) ଭାରତରେ ସରକାର ଗଠନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ରୂପେ ମନମୋହନ ସିଂହ ଥିଲେ ।