ଇନ୍ଦ୍ର କୁମାର ଗୁଜରାଲ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ଇନ୍ଦ୍ର କୁମାର ଗୁଜରାଲ (୪ ଡିସେମ୍ବର ୧୯୧୯- ୩୦ ନଭେମ୍ବର ୨୦୧୨[1] ) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ, ସେ ଭାରତର ଦ୍ୱାଦଶ ପ୍ରଧାନ ମନ୍ତ୍ରୀ ଭାବେ ଅପ୍ରେଲ ୧୯୯୭ଠାରୁ ମାର୍ଚ ୧୯୯୮ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ ।
Quick Facts ଇନ୍ଦ୍ର କୁମାର ଗୁଜରାଲ, ଭାରତର ୧୨ଶ ପ୍ରଧାନମନ୍ତ୍ରୀ ...
ଇନ୍ଦ୍ର କୁମାର ଗୁଜରାଲ | |
---|---|
ଭାରତର ୧୨ଶ ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ ୨୧ ଅପ୍ରେଲ ୧୯୯୭ – ୧୯ ମାର୍ଚ ୧୯୯୮ | |
ରାଷ୍ଟ୍ରପତି | ଶଙ୍କର ଦୟାଲ ଶର୍ମା କେ. ଆର. ନାରାୟଣନ |
ପୂର୍ବ ଅଧିକାରୀ | ଏଚ.ଡି. ଦେବଗୌଡ଼ା |
ପର ଅଧିକାରୀ | ଅଟଳ ବିହାରୀ ବାଜପେୟୀ |
ଅର୍ଥ ମନ୍ତ୍ରୀ | |
କାର୍ଯ୍ୟକାଳ ୨୧ ଅପ୍ରେଲ ୧୯୯୭ – ୧୯ ମାର୍ଚ ୧୯୯୮ | |
ପୂର୍ବ ଅଧିକାରୀ | ପି. ଚିଦାମ୍ବରମ |
ପର ଅଧିକାରୀ | ଯଶବନ୍ତ ସିହ୍ନା |
ବୈଦେଶିକ ବ୍ୟାପାର ମନ୍ତ୍ରୀ | |
କାର୍ଯ୍ୟକାଳ ୧ ଜୁନ ୧୯୯୬ – ୧୯ ମାର୍ଚ ୧୯୯୮ | |
ପ୍ରଧାନ ମନ୍ତ୍ରୀ | ଏଚ.ଡି. ଦେବଗୌଡ଼ା |
ପୂର୍ବ ଅଧିକାରୀ | ସିକନ୍ଦର ବଖ୍ତ |
ପର ଅଧିକାରୀ | ଅଟଳ ବିହାରୀ ବାଜପେୟୀ |
କାର୍ଯ୍ୟକାଳ ୫ ଡିସେମ୍ବର ୧୯୮୯ – ୧୦ ନଭେମ୍ବର ୧୯୯୦ | |
ପ୍ରଧାନ ମନ୍ତ୍ରୀ | ବିଶ୍ୱନାଥ ପ୍ରତାପ ସିଂହ |
ପୂର୍ବ ଅଧିକାରୀ | ବିଶ୍ୱନାଥ ପ୍ରତାପ ସିଂହ |
ପର ଅଧିକାରୀ | ବିଦ୍ୟା ଚରଣ ଶୁକ୍ଳା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1919-12-04)୪ ଡିସେମ୍ବର ୧୯୧୯ ଝେଲମ, ପଞ୍ଜାବ (ବ୍ରିଟିଶ ଶାସନାଧୀନ ଭାରତ), (ଏବେ ପାକିସ୍ଥାନ ଅନ୍ତର୍ଗତ) |
ମୃତ୍ୟୁ | ୩୦ ନଭେମ୍ବର ୨୦୧୨(2012-11-30) (ବୟସ ୯୨) ଗୁରଗାଓଁ, ହରିୟାଣା |
ରାଜନୀତିକ ଦଳ | ଜନତା ଦଳ (୧୯୮୮–୨୦୧୨) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ (୧୯୮୮ ପୂର୍ବରୁ) |
ଜୀବନ ସାଥୀ | ଶୀଲା ଗୁଜରାଲ |
ଶିକ୍ଷାନୁଷ୍ଠାନ | ଫୋରମ୍ୟାନ ଖ୍ରୀଷ୍ଟିଆନ କଲେଜ ଇଉନିଭରସିଟି |
Close