ଅଟଳ ବିହାରୀ ବାଜପେୟୀ
ଭାରତର ଦଶମ ପ୍ରଧାନମନ୍ତ୍ରୀ / From Wikipedia, the free encyclopedia
ଅଟଳ ବିହାରୀ ବାଜପେୟୀ (୨୫ ଡିସେମ୍ବର ୧୯୨୪ - ୧୬ ଅଗଷ୍ଟ ୨୦୧୮), ଜଣେ ରାଜନେତା, ବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ । ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର (୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,୧୯୯୯ରୁ୨୦୦୪ ପୁରା ୫ ବର୍ଷ) କାର୍ଯ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଥିଲେ ।[1][2] ବାଜପେୟୀଙ୍କୁ ଜଣେ ଉଦାରବାଦୀ ନେତା ଭାବେ ବିବେଚିତ କରାଯାଇଥାଏ ।
Quick Facts ଅଟଳ ବିହାରୀ ବାଜପେୟୀ, ଭାରତର ୧୦ମ ପ୍ରଧାନମନ୍ତ୍ରୀ ...
ଅଟଳ ବିହାରୀ ବାଜପେୟୀ | |
---|---|
ଭାରତର ୧୦ମ ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ ୧୯ ମାର୍ଚ ୧୯୯୮ – ୧୯ ମଇ ୨୦୦୪ | |
ରାଷ୍ଟ୍ରପତି | କେ. ଆର. ନାରାୟଣନ ଓ ଏ.ପି.ଜେ. ଅବଦୁଲ କାଲାମ |
Deputy | ଲାଲକୃଷ୍ଣ ଆଡ଼ଭାନୀ |
ପୂର୍ବ ଅଧିକାରୀ | ଇନ୍ଦ୍ର କୁମାର ଗୁଜରାଲ |
ପର ଅଧିକାରୀ | ମନମୋହନ ସିଂହ |
କାର୍ଯ୍ୟକାଳ ୧୬ ମଇ ୧୯୯୬ – ୧ ଜୁନ ୧୯୯୬ | |
ରାଷ୍ଟ୍ରପତି | ଶଙ୍କର ଦୟାଲ ଶର୍ମା |
ପୂର୍ବ ଅଧିକାରୀ | ପି.ଭି. ନରସିଂହ ରାଓ |
ପର ଅଧିକାରୀ | ଏଚ.ଡି. ଦେବଗୌଡ଼ା |
ବୈଦେଶିକ ବ୍ୟାପାର ମନ୍ତ୍ରୀ | |
କାର୍ଯ୍ୟକାଳ ୨୬ ମାର୍ଚ ୧୯୭୭ – ୨୮ ଜୁଲାଇ ୧୯୭୯ | |
ପ୍ରଧାନ ମନ୍ତ୍ରୀ | ମୋରାରଜୀ ଦେଶାଇ |
ପୂର୍ବ ଅଧିକାରୀ | ଯଶବନ୍ତରାଓ ଚଭନ |
ପର ଅଧିକାରୀ | ଶ୍ୟାମ ନନ୍ଦନ ପ୍ରସାଦ ମିଶ୍ର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1924-12-25)୨୫ ଡିସେମ୍ବର ୧୯୨୪ ଗ୍ୱାଲିୟର, ବ୍ରିଟିଶ ଶାସନାଧୀନ ଭାରତ |
ମୃତ୍ୟୁ | ୧୬ ଅଗଷ୍ଟ ୨୦୧୮(2018-08-16) (ବୟସ ୯୩) |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି (୧୯୮୦–ଏପର୍ଯ୍ୟନ୍ତ) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜନ ସଂଘ (୧୯୮୦ ପୂର୍ବରୁ) |
ଶିକ୍ଷାନୁଷ୍ଠାନ | ଭିକ୍ଟୋରିଆ କଲେଜ (ଏବେକାର ଲକ୍ଷ୍ମୀବାଇ କଲେଜ), ଗ୍ୱାଲିୟର ଡିଏଭି କଲେଜ, କାନପୁର |
ପେଷା | ରାଜନୀତିଜ୍ଞ, କବି |
ସନ୍ତକ |
Close