ଅପରାଜିତା ମହାନ୍ତି
ଓଡ଼ିଆ ଅଭିନେତ୍ରୀ / From Wikipedia, the free encyclopedia
ଅପରାଜିତା ମହାନ୍ତି (ଜନ୍ମ: ୧୫ ମଇ ୧୯୬୫,ସମ୍ବଲପୁର)[2] ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ । ସେ ୧୯୮୦ ମସିହାର ସିନେମା ସୀତା ଲବକୁଶରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଛୋଟ ପରଦାରେ ମଧ୍ୟ ସେ ଅଭିନୟ କରିଛନ୍ତି ।
Quick Facts ଅପରାଜିତା ମହାନ୍ତି, ଜନ୍ମ ...
ଅପରାଜିତା ମହାନ୍ତି | |
---|---|
ଜନ୍ମ | (1965-05-15) ମଇ ୧୫, ୧୯୬୫ (ବୟସ ୫୯) |
ବୃତ୍ତି | ଅଭିନେତ୍ରୀ (ଓଡ଼ିଆ) |
ସକ୍ରିୟ ବର୍ଷ | ୧୯୮୦-ଏବେଯାଏଁ |
ବୈବାହିକ-ସାଥୀ | ଉତ୍ତମ ମହାନ୍ତି (୧୯୮୭–ଏବେଯାଏଁ) |
ସନ୍ତାନ | ବାବୁଶାନ୍ |
ପିତାମାତା(s) | ଅବଦୁଲ ଅଜିଜ ଖାନ ହରପ୍ରିୟା ରାୟ[1] |
ସମ୍ପର୍କୀୟ | ଅବଦୁସ୍ ଶୋଭାନ୍ ଖାନ, ଓଡ଼ିଶାର ପ୍ରଥମ ଆଇନମନ୍ତ୍ରୀ (ଜେଜେ ବାପା) |
ପୁରସ୍କାର | ଇ ଟିଭି ପ୍ରିୟ ଓଡ଼ିଆ |
ୱେବସାଇଟ | aparajitamohanty.com |
Close