ଉତ୍ତମ ମହାନ୍ତି
ଓଡ଼ିଆ ଅଭିନେତା / From Wikipedia, the free encyclopedia
ଉତ୍ତମ ମହାନ୍ତି ଭାରତର ଓଡ଼ିଶାରେ ଥିବା ଓଡ଼ିଆ ସିନେମା ଜଗତର ଜଣେ ଅଭିନେତା ।[2][3] ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[4]
Quick Facts ଉତ୍ତମ ମହାନ୍ତି, ଜନ୍ମ ...
ଉତ୍ତମ ମହାନ୍ତି | |
---|---|
ଜନ୍ମ | (1958-12-23) ୨୩ ଡିସେମ୍ବର ୧୯୫୮ (ବୟସ ୬୫)[1] |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୮୦- ଏବେ ଯାଏଁ |
ବୈବାହିକ-ସାଥୀ | ଅପରାଜିତା ମହାନ୍ତି |
ସନ୍ତାନ | ବାବୁଶାନ୍ |
Close