ସାଧୁ ମେହେରଙ୍କ ନିର୍ଦ୍ଦେଶନାରେ[1] ନିର୍ମିତ ଓଡ଼ିଆ କଥାଚିତ୍ର ଅଭିମାନ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[2][3] ନିର୍ଦ୍ଦେଶକ ଭାବରେ ସାଧୁ ମେହେର[4] ଓ ଅଭିନେତା ଭାବେ ଉତ୍ତମ ମହାନ୍ତିଙ୍କର ଏହା ଥିଲା ପ୍ରଥମ ଓଡ଼ିଆ କଥାଚିତ୍ର ।[5][6]
ଅଭିମାନ | |
---|---|
ନିର୍ଦ୍ଦେଶକ | ସାଧୁ ମେହେର |
ଚିତ୍ରନାଟ୍ୟ | ସାଧୁ ମେହେର |
କାହାଣୀ | ଆନନ୍ଦ ଶଙ୍କର ଦାସ |
କଳାକାର | ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶରତ ପୂଜାରୀ, ଅଜିତ ଦାସ |
ସଙ୍ଗୀତ | ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୨୭ ମଇ ୧୯୭୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ
- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି
- ଶରତ ପୂଜାରୀ
- ଅଜିତ ଦାସ[7]
- ଜ୍ୟୋତ୍ସ୍ନା ଦାସ[8][9][10]
- ସୁଜାତା ଆନନ୍ଦ
- ଧୀର ବିଶ୍ୱାଳ
- ରିତା ଚାନ୍ଦ
- ଗଡ଼ି
- ସାଧୁ ମେହେର
- ପ୍ରମୋଦ ମହାନ୍ତି
- ନିହାରିକା ସାହୁ
- ସାମୁଏଲ ସାହୁ (ବାବି)
ଗୀତ ଓ ସଙ୍ଗୀତ
- ସଙ୍ଗୀତକାର: ରାଧାକୃଷ୍ଣ ଭଞ୍ଜ, ସରୋଜ ପଟ୍ଟନାୟକ
- ପ୍ରଚ୍ଛଦପଟ ଗାୟକ: ଅକ୍ଷୟ ମହାନ୍ତି, ଉଷା ମଙ୍ଗେସକର
ଗୀତ
- କାହିଁ ଗଲେ ବନ୍ଧୁରେ
- ଭଷା ମେଘ ମୁଁ ଯେ ଭାସିଯଏ ଦୂରେ
- ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ
ଆଧାର
ବାହାର ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.