![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/or/thumb/2/2b/With_Co-Stars_Debu_Bose_%2526_Aparajita.jpg/640px-With_Co-Stars_Debu_Bose_%2526_Aparajita.jpg&w=640&q=50)
ଦୁଃଖୀରାମ ସ୍ୱାଇଁ
ଓଡ଼ିଆ ଅଭିନେତା / From Wikipedia, the free encyclopedia
ଦୁଃଖୀରାମ ସ୍ୱାଇଁ (୨୩ ଅପ୍ରେଲ ୧୯୨୫ - ୧୮ ଜାନୁଆରୀ ୧୯୯୫)[1] ଜଣେ ଭାରତୀୟ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ମୋଟ ୪୬ଟି ଓଡ଼ିଆ କଥାଚିତ୍ରରେ ଖଳ, ହାସ୍ୟ ଓ ଚରିତ୍ର ଆଦି ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟରେ ପାରଦର୍ଶିତା ନିମନ୍ତେ ସେ ୧୯୯୪ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ ।[2] ଏଥି ସହିତ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।
Quick Facts ଦୁଃଖୀରାମ ସ୍ୱାଇଁ, ଜନ୍ମ ...
ଦୁଃଖୀରାମ ସ୍ୱାଇଁ | |
---|---|
ଜନ୍ମ | (1925-04-23)୨୩ ଅପ୍ରେଲ ୧୯୨୫ ଦରବା, ଜଗତସିଂହପୁର, ଓଡ଼ିଶା |
ମୃତ୍ୟୁ | ୧୮ ଜାନୁଆରୀ ୧୯୯୫(1995-01-18) (ବୟସ ୬୯) କଟକ |
ଜାତୀୟତା | ![]() |
ବୃତ୍ତି | କଥାଚିତ୍ର ଅଭିନେତା |
ସକ୍ରିୟ ବର୍ଷ | ୧୯୬୦-୧୯୯୪ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତା |
ବୈବାହିକ-ସାଥୀ | ହେମଲତା ସ୍ୱାଇଁ |
Close
![Thumb image](http://upload.wikimedia.org/wikipedia/or/thumb/2/2b/With_Co-Stars_Debu_Bose_%26_Aparajita.jpg/640px-With_Co-Stars_Debu_Bose_%26_Aparajita.jpg)