![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/e4/Baha_parab_4.jpg/640px-Baha_parab_4.jpg&w=640&q=50)
ସାନ୍ତାଳ ଜନଜାତି
ଭାରତୀୟ ଆଦିବାସୀ (ଅନୁସୂଚିତ ଜନଜାତି) / From Wikipedia, the free encyclopedia
ସାନ୍ତାଳ ଜନଜାତି ଭାରତୀୟ ଉପମହାଦେଶର ଏକ ଅଷ୍ଟ୍ରୋଏସୀୟ ଭାଷାଭାଷୀ ମୁଣ୍ଡା ଜାତିଗୋଷ୍ଠୀ ।[7] ଜନସଂଖ୍ୟା ଦୃଷ୍ଟିରୁ ଭାରତୀୟ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସାନ୍ତାଳ ବୃହତ୍ତମ ଜନଜାତି ସାନ୍ତାଳମାନେ ଓଡ଼ିଶା, ବିହାର ଓ ଆସାମରେ ମଧ୍ୟ ବସବାସ କରିଥାନ୍ତି । ସାନ୍ତାଳମାନେ ଉତ୍ତର ବଙ୍ଗଳାଦେଶର ରାଜସାହି ଡିଭିଜନ ଏବଂ ରଙ୍ଗପୁର ଡିଭିଜନର ସର୍ବବୃହତ ସଂଖ୍ୟାଲଘୁ ଓ ନେପାଳରେ ଅନେକ ସାନ୍ତାଳ ବସବାସ କରନ୍ତି । ସାନ୍ତାଳମାନେ ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିବାରର ସର୍ବାଧିକ କଥିତ ମୁଣ୍ଡା ଭାଷା ସାନ୍ତାଳୀ କୁହନ୍ତି ।
Quick Facts ᱥᱟᱱᱛᱟᱲ ᱦᱚᱲ, ସମୁଦାୟ ଜନସଂଖ୍ୟା ...
ᱥᱟᱱᱛᱟᱲ ᱦᱚᱲ | |
---|---|
![]() ବାହା ପରବ୍ ପାଳନ ସମୟରେ ପାରମ୍ପାରିକ ପୋଷାକ ପରିହିତ ସାନ୍ତାଳ ସମୂହାୟ | |
ସମୁଦାୟ ଜନସଂଖ୍ୟା | |
c. 7.5 million | |
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ | |
![]() ![]() ![]() | |
![]() Jharkhand | ୨,୭୫୨,୭୨୩[1] |
West Bengal | ୨,୫୧୨,୩୩୧[1] |
Odisha | ୮୯୪,୭୬୪[1] |
Bihar | ୪୦୬,୦୭୬[1] |
Assam | ୨୧୩,୧୩୯[2] |
Tripura | ୨,୯୧୩[3] |
![]() | ୧୨୯,୦୪୯ (୨୦୨୧)[4] |
![]() | ୫୧,୭୩୫[5] |
ଭାଷାସମୂହ | |
ସାନ୍ତାଳୀ, ହିନ୍ଦୀ, ଓଡ଼ିଆ, ବଙ୍ଗଳା, ନେପାଳୀ | |
ଧର୍ମ | |
ସଂଖ୍ୟାଗରିଷ୍ଠ![]() ସଂଖ୍ୟାଲଘୁ ଲୌକିକ ଧର୍ମ (ସାରନା ଧରମ) ![]() ![]() | |
ସମ୍ବନ୍ଧିତ ସମ୍ପ୍ରଦାୟ | |
ମୁଣ୍ଡା • ହୋ • ଜୁଆଙ୍ଗ • ଖଡ଼ିଆ • ଶବର • କୋର୍କୁ • ଭୂମିଜ |
Close