ଝାଡ଼ଖଣ୍ଡ
ଭାରତର ଏକ ରାଜ୍ୟ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts ଝାଡ଼ଖଣ୍ଡ ᱡᱷᱟᱨᱠᱷᱚᱸᱰ, ଦେଶ ...
ଝାଡ଼ଖଣ୍ଡ
ᱡᱷᱟᱨᱠᱷᱚᱸᱰ | |
---|---|
ଦେଶ | ଭାରତ |
ସ୍ଥାପନ | ୧୫ ନଭେମ୍ବର ୨୦୦୦ |
ରାଜଧାନୀ | ରାଞ୍ଚି |
ବୃହତ୍ତମ ନଗର | ଜାମସେଦପୁର |
ଜିଲ୍ଲା ସଂଖ୍ୟା | ୨୪ |
Government | |
• ରାଜ୍ୟପାଳ | ସୟଦ ଅହମଦ |
• ମୁଖ୍ୟମନ୍ତ୍ରୀ | ରାଘୁବ୍ର ଦାସ |
• ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୮୧ ଆସନ) |
Area | |
• ସମୁଦାୟ | 79,714 km2 (30,778 sq mi) |
• Rank | ପଞ୍ଚଦଶ (୧୫ଶ) |
Population (୨୦୧୧) | |
• Total | ୩୨୯୬୬୨୩୮ |
• Rank | ତ୍ରୟୋଦଶ (୧୩ଶ) |
• Density | 410/km2 (1,100/sq mi) |
Time zone | UTC+୦୫:୩୦ (IST) |
ISO 3166 code | IN-JH |
HDI | ୦.୫୧୩ (ମଧ୍ୟମ) |
HDI କ୍ରମାଙ୍କ | ୨୪ ତମ(୨୦୦୫) |
ସାକ୍ଷରତା | ୬୭.୬୩% |
ସରକାରୀ ଭାଷା | ହିନ୍ଦୀ |
Website |
Close
ଝାଡ଼ଖଣ୍ଡ (ଅର୍ଥାତ୍ 'ଜଙ୍ଗଲର ଭୂମି') ହେଉଛି ପୂର୍ବ ଭାରତର ଏକ ରାଜ୍ୟ। ଏହି ରାଜ୍ୟଟି ୨୦୦୦ ମସିହାରେ ବିହାର ରାଜ୍ୟରୁ ଅଲଗା ହୋଇ ଏକ ସତନ୍ତ୍ର ରାଜ୍ୟରେ ପରିଣତ ହୋଇଛି। ଏହାର ସୀମା ଉତ୍ତରରେ ବିହାର, ଉତ୍ତର-ପଶ୍ଚିମରେ ଉତ୍ତରପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଦକ୍ଷିଣରେ ଓଡ଼ିଶା ଏବଂ ପୂର୍ବରେ ପଶ୍ଚିମବଙ୍ଗ ସହିତ ରାଜ୍ୟ ସୀମା ଲାଗି ରହିଛି। ଏହାର କ୍ଷେତ୍ର ୭୯୭୧୦ କିମି² (୩୦,୭୭୮ ବର୍ଗ ମାଇଲ) । କ୍ଷେତ୍ର ଅନୁଯାୟୀ ଏହା ୧୫ ତମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଅନୁଯାୟୀ ୧୪ ତମ ବୃହତ୍ତମ ରାଜ୍ୟ । ହିନ୍ଦୀ ହେଉଛି ରାଜ୍ୟର ସରକାରୀ ଭାଷା। ରାଞ୍ଚି ସହର ହେଉଛି ଏହାର ରାଜଧାନୀ ଏବଂ ଡୁମ୍କା ଏହାର ଉପ-ରାଜଧାନୀ ।