ହିନ୍ଦୀ
ଭାରତର ମୁଖ୍ୟ ଭାଷା / From Wikipedia, the free encyclopedia
ମାନକ ହିନ୍ଦୀ ବା ଆଧୁନିକ ମାନକ ହିନ୍ଦୀ (मानक हिन्दी), ନାଗେରୀ ହିନ୍ଦୀ ଓ ସାହିତ୍ୟ ହିନ୍ଦୀ ଏକ ମାନକ ଭାଷା ଓ ସଂସ୍କୃତଦ୍ୱାରା ପ୍ରଭାବିତ ।ଏହା ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ କହାଯାଉଥିବା ମୂଳ ଖାରିବୋଲିରୁ ଜନ୍ମ ନେଇଅଛି । ଏହା ଭାରତ ସମ୍ବିଧାନରେ ଥିବା ୨୨ଟି ସରକାରୀ ଭାଷାରୁ ଗୋଟିଏ ।[3][4]
Quick Facts ମାନକ ହିନ୍ଦୀ, Native to ...
ମାନକ ହିନ୍ଦୀ | |
---|---|
मानक हिन्दी Mānak Hindī | |
Native to | ଭାରତ, ନେପାଳ, ମରିସସ ଓ ଆମେରିକା, ଇଲଣ୍ଡ, ସାଉଦି ଆରବ, ମାଲେସିଆ, ସିଙ୍ଗାପୁର, ଅଷ୍ତ୍ରେଲିଆ, ମିଆଁମାର, କାନାଡା, ପାକିସ୍ଥାନ, ଆଫଗାନିସ୍ଥାନ, ଦକ୍ଷିଣ ଆଫ୍ରିକା, ଉଗାଣ୍ଡା, ନିଉ ଜିଲାଣ୍ଡ |
ଇଣ୍ଡୋ-ଇଉରୋପିଆନ
| |
ଦେବନାଗରୀ | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | ଭାରତ |
Regulated by | କେନ୍ଦ୍ରୀୟ ହିନ୍ଦୀ ଡିରେକ୍ଟୋରେଟ(ଭାରତ)[2] |
ଭାଷା କୋଡ୍ | |
ISO ୬୩୯-୧ | hi |
ISO ୬୩୯-୨ | hin |
ISO ୬୩୯-୩ | hin |
Close