ସୁନ୍ଦରଗଡ଼ ଜିଲ୍ଲା
ଓଡ଼ିଶାର ଜିଲ୍ଲା, ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts ସୁନ୍ଦରଗଡ଼, ଦେଶ ...
ସୁନ୍ଦରଗଡ଼ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ସୁନ୍ଦରଗଡ଼ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୭ଟି ଆସନ:
|
Area | |
• ଜିଲ୍ଲା | 9712 km2 (3,750 sq mi) |
Population (୨୦୧୧) | |
• ଜିଲ୍ଲା | ୨୦୮୦୬୬୪ |
• Rank | ଓଡ଼ିଶାରେ ଷଷ୍ଠ (୬/୩୦) |
• Urban | ୭୩୮୬୩୩ |
• Rural | ୧୩୪୨୦୩୧ |
• ୬ ବର୍ଷରୁ କମ ଶିଶୁ | ୨୪୯୦୨୦ |
Time zone | IST (+୫.୩୦) |
ଡାକ କୋଡ଼ (ପିନ୍) | ୭୬୯ xxx, ୭୭୦ xxx |
ତାର (ଏସ୍.ଟି.ଡ଼ି) | ୦୬୬୨୨, ୦୬୬୨୧, ୦୬୬୧ |
ଯାନବାହାନ ପଞ୍ଚୀକରଣ | OD-16, OD-14 |
ଜିଲ୍ଲାପାଳ | ଶ୍ରୀ ନିଖିଲ ପବନ କଲ୍ୟାଣ |
Website | Official website |
Close
ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶାର ଉତ୍ତର-ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ସୁନ୍ଦରଗଡ଼ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।`