ଭାରତୀୟ ମାନକ ସମୟ
From Wikipedia, the free encyclopedia
ଭାରତୀୟ ମାନକ ସମୟ (English: Indian standard time, ସଂକ୍ଷେପରେ: IST), ଭାରତ ଓ ଶ୍ରୀଲଙ୍କାରେ ପ୍ରଚଳିତ ମାନକ ସମୟ । ଏହା ଗ୍ରୀନଉଇଚ ସମୟଠାରୁ ୫:୩୦ ଘଣ୍ଟା ଆଗୁଆ (UTC+05:30) ।
ଏହା ଆଲହାବାଦ ନିକଟସ୍ଥ ମିର୍ଜାପୁର (25.15°N 82.58°E / 25.15; 82.58) ଠାରେ, ୮୨.୫° ପୂର୍ବ ଦ୍ରାଘିମାରୁ ଗଣନା କରାଯାଇଥାଏ ।[1]