ବିଧାନସଭା ନିର୍ବାଚନମଣ୍ଡଳୀ From Wikipedia, the free encyclopedia
ତଳସରା (କ୍ରମିକ ସଂଖ୍ୟା: ୮) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସବଡେଗା ବ୍ଳକ, ବାଲିଶଙ୍କର ବ୍ଳକ, ବରଗାଁ ବ୍ଳକ ଓ ଲେଫ୍ରିପଡ଼ା ବ୍ଳକର କିଛି ଅଂଶ ।
ତଳସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୬,୯୪୪ |
ଜିଲ୍ଲା: | ସୁନ୍ଦରଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସୁନ୍ଦରଗଡ଼ |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ଗତ ୨୦୧୪ ମସିହା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀ ବିଜୁ ଜନତା ଦଳ ପ୍ରାର୍ଥୀ ବିନୟ କୁମାର ଟପ୍ପୋଙ୍କଠାରୁ ୧୪୩୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[1]
ଗତ ୨୦୦୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ମାଝୀ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସହଦେବ ଖାଖାଙ୍କଠାରୁ ପ୍ରାୟ ୨୦,୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[2]
୨୦୦୯ ବିଧାନ ସଭା ନିର୍ବାଚନ, ତଳସରା [3] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ପ୍ରଫୁଲ୍ଲ ମାଝୀ | ୪୪,୦୮୨ | ୩୯.୮୫ | - | |
ଭାଜପା | ସହଦେବ ଖାଖା | ୨୪,୩୪୧ | ୨୨.୦୦ | - | |
ରାକପା | ପୂର୍ଣ୍ଣ ଚନ୍ଦ୍ର ମିଞ୍ଜ | ୧୬,୧୦୫ | ୧୪.୫୬ | - | |
ସ୍ୱାଧୀନ | ବୈକୁଣ୍ଠ କାଲୋ | ୮,୦୬୦ | ୭.୨୯ | - | |
ସ୍ୱାଧୀନ | କୁଞ୍ଜଲତା ଭିତ୍ରିଆ | ୭,୪୦୨ | ୬.୬୯ | - | |
ଝାମୁମୋ | ବିନୟ କୁମାର ଟପ୍ପୋ | ୪,୯୯୪ | ୪.୫୧ | - | |
କୋଶଳ କ୍ରାନ୍ତି ଦଳ | ଲଳିନ୍ଦ୍ର କୁମାର ଗିଧି | ୨୪୦୬ | ୨.୧୮ | - | |
ସ୍ୱାଧୀନ | ଜଟିଆ ସା | ୧୭୧୩ | ୧.୫୫ | - | |
ବସପା | ବୀରେନ୍ଦ୍ର କୁମାର ଭଗତ | ୧,୫୧୬ | ୧.୩୭ | - | |
ଭୋଟ ବ୍ୟବଧାନ | ୧୯,୭୪୧ | ୧୭.୮୫* | - | ||
ମତଦାନ ହାର | ୧,୧୦,୬୧୯ | ୬୫.୦୦ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୬୧ରୁ ୨୦୦୯ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.