From Wikipedia, the free encyclopedia
ରାଜଗାଙ୍ଗପୁର (କ୍ରମିକ ସଂଖ୍ୟା: ୧୩) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଜଗାଙ୍ଗପୁର (ପୌ), ରାଜଗାଙ୍ଗପୁର ବ୍ଳକ, କୁତରା ବ୍ଳକ ଲାଠିକଟା ବ୍ଳକର କିଛି ଅଞ୍ଚଳ ।[2][3]
ରାଜଗାଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୩୦,୨୧୩ |
ଜିଲ୍ଲା: | ସୁନ୍ଦରଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସୁନ୍ଦରଗଡ଼ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: | ୧ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମଙ୍ଗଳା କିଷାନ୍ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରୀ ମିଞ୍ଜଙ୍କଠାରୁ ୧୦୦୩୬ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି। [4]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରୀ ମିଞ୍ଜ, ବିଜୁ ଜନତା ଦଳ ପ୍ରାର୍ଥୀ ବେନେଡ଼ିକ୍ଟ ତିର୍କୀଙ୍କଠାରୁ ୪,୧୧୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]
୨୦୦୯ ବିଧାନ ସଭା ନିର୍ବାଚନ, ରାଜଗାଙ୍ଗପୁର [6] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
କଂଗ୍ରେସ | ଗ୍ରେଗୋରୀ ମିଞ୍ଜ | ୩୫,୫୯୨ | ୩୦.୯୧ | - | |
ବିଜଦ | ବେନେଡ଼ିକ୍ଟ ତିର୍କୀ | ୩୧,୪୭୭ | ୨୭.୩୪ | - | |
ଝାମୁମୋ | ହଳୁ ମୁଣ୍ଡାରୀ | ୧୭,୬୯୩ | ୧୫.୩୭ | - | |
ଭାଜପା | ମହେନ୍ଦ୍ର କୁମାର ମାଝି | ୧୬,୬୫୪ | ୧୪.୪୬ | - | |
ସ୍ୱାଧୀନ | ନାରାୟଣ ଦେବସା | ୨,୧୩୭ | ୧.୮୬ | - | |
ସ୍ୱାଧୀନ | ସୂରଜ କିଶୋର କୁଜୁର | ୧,୫୭୧ | ୧.୩୬ | - | |
ସ୍ୱାଧୀନ | ଉଇଲିଅମ କ୍ସେସ | ୧,୫୩୨ | ୧.୩୩ | - | |
ସ୍ୱାଧୀନ | ମୋହନଲାଲ କିଷାନ | ୧,୪୪୯ | ୧.୨୬ | - | |
କୋଶଳ କ୍ରାନ୍ତି ଦଳ | ସନ୍ତୋଷ ମିଞ୍ଜ | ୧,୪୧୫ | ୧.୨୩ | - | |
ବସପା | ସନିକ ଓରାମ | ୧,୧୬୨ | ୧.୦୧ | - | |
ଝାଡ଼ଖଣ୍ଡ ଦିସମ ପାର୍ଟି | ଦୀପକ କୁମାର ସୋରେଙ୍ଗ | ୯୮୦ | ୦.୮୫ | - | |
ସ୍ୱାଧୀନ | ଜେରମ ଏକ୍କା | ୮୮୩ | ୦.୭୭ | - | |
ସ୍ୱାଧୀନ | ବିଜୟ ଓରାମ | ୮୩୨ | ୦.୭୨ | - | |
ସ୍ୱାଧୀନ | ସଚିନ୍ଦ୍ର ବରୱା | ୮୧୨ | ୦.୭୧ | - | |
ସ୍ୱାଧୀନ | ପଦ୍ମିନୀ ନାୟକ | ୫୨୩ | ୦.୪୫ | - | |
ସ୍ୱାଧୀନ | ରଘୁପତି ଲାକ୍ରା | ୪୩୫ | ୦.୩୮ | - | |
ଭୋଟ ବ୍ୟବଧାନ | ୪,୧୧୫ | ୩.୫୭* | - | ||
ମତଦାନ ହାର | ୧,୧୫,୫୦୧ | ୬୦.୯୯ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୫୧ରୁ ୨୦୦୯ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [7][8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.