ଉଦୟଗିରି
ଓଡିଶାରେ ବୌଦ୍ଧ ପରିସର / From Wikipedia, the free encyclopedia
ଉଦୟଗିରି ଓଡ଼ିଶାରେ ଥିବା ଏକ ବୌଦ୍ଧ ସ୍ତୂପ ଓ ବିହାରସମୂହର ସମାହାର । ଉଦୟଗିରି, ରତ୍ନଗିରି ଓ ଲଳିତଗିରି ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା । [1]
ବୌଦ୍ଧବାଦ |
ଇତିହାସ |
ଧର୍ମ ବା ମତବାଦ ଚାରୋଟି ସତ |
ଆଚରଣ ତିନୋଟି ରତନ |
ନିବାଣ |
ପରମ୍ପରା ·
ଧର୍ମଗ୍ରନ୍ଥ |
୧୯୫୮ରୁ କରାଯାଇଥିବା ଏ.ଏସ.ଆଇ.ର ଅନେକ ଖନନରୁ [2] ନାନାଦି ପ୍ରମାଣ ସବୁ ମିଳିଅଛି । ୧୯୯୭ରୁ ୨୦୦୦ ଭିତରେ ଉଦୟଗିରିର ଏକ ୨ୟ ଭାଗ (ଉଦୟଗିରି-୨)ର ସନ୍ଧାନ ମିଳିଅଛି ଯେଉଁଥିରେ ଅନେକ ଗୁଡ଼ିଏ ସ୍ତୂପ ଓ ବିହାରର ଆକଳନ କରାଯାଇଅଛି ।[3]