ଯୋଗ (ଇଂରାଜୀ:Yoga (; ସଂସ୍କୃତ: योग , Listen ) ପ୍ରାଚୀନ ଭାରତରେ ପ୍ରାୟ ୬୦୦୦ ବର୍ଷ ପୂର୍ବେ ବିକଶିତ ହୋଇଥିବା ଶରୀର,ମନ ଓ ଆତ୍ମାକୁ ସଂଯମ କରିବାର ଏକ ଆଧ୍ୟାତ୍ମିକ ପଦ୍ଧତି । ଯୋଗର ଅନେକ ଅନେକ ଶାଖା ଓ ଅଭ୍ୟାସ ରହିଛି । ଏହାର ହିନ୍ଦୁଧର୍ମ , ବୌଦ୍ଧଧର୍ମ ଓ ଜୈନଧର୍ମରେ ବିଭିନ୍ନ ସାଧନା ମାର୍ଗ ରହିଛି । ଯୋଗର ବହୁ ଶାଖା ମଧ୍ୟରେ ରାଜଯୋଗ ଓ ହଠଯୋଗ ବିଶେଷ ପ୍ରସିଦ୍ଧ ।
ପତଞ୍ଜଳିଙ୍କୁ ଶେଷନାଗଙ୍କର ଅବତାର ବୋଲି କୁହାଯାଏ
Yogi sitting in a garden
Quick Facts An article related toହିନ୍ଦୁ ଧର୍ମ ...
An article related to ହିନ୍ଦୁ ଧର୍ମ
Hindu • ଇତିହାସ
Philosophy
Concepts
Brahman · Om · Ishvara
Atman · Maya
Karma · Samsara
Purusharthas
(ଧର୍ମ · ଅର୍ଥ · କାମ · ମୋକ୍ଷ )
Nirvana
Schools
Astika (Orthodox}
Samkhya ·
Yoga
Nyaya ·
Vaisheshika
Purva mimamsa
Uttara mimamsa (Vedanta )
(Dvaita , Advaita , Vishishtadvaita )
Nastika (Heterodox)
Charvaka ·
Buddhism ·
Jainism
Other Orthodox Schools
Pasupata ·
Saiva
Pratyabhijña ·
Raseśvara
Pāṇini Darśana
Scriptures
Vedas
ଋଗ୍ ବେଦ • ଯଜୁର୍ବେଦ
ସାମବେଦ • ଅଥର୍ବବେଦ
Divisions
Samhita • Brahmana • Aranyaka • Upanishad
Upavedas
Ayurveda • Dhanurveda
Gandharvaveda • Sthapatyaveda
Vedangas
Shiksha ·
Chandas ·
Vyakarana
Nirukta ·
Kalpa ·
Jyotisha
Upanishads
Rig vedic
Aitareya
Yajur vedic
Brihadaranyaka · Isha Taittiriya · Katha · Shvetashvatara
Sama vedic
Chandogya · Kena
Atharva vedic
Mundaka · Mandukya · Prashna
Puranas
Brahma puranas
Brahma · Brahmanda Brahmavaivarta Markandeya · Bhavishya
Vaishnava puranas
Vishnu · Bhagavata Naradeya · Garuda · Padma
Shaiva puranas
Shiva · Linga Skanda · Agni · Vayu
Itihasas
Ramayana · Mahabharata
Other scriptures
Bhagavat Gita
Dharma Shastra · Manusmriti
Artha Shastra · Yoga Vasistha
Sutras · Stotras · Tantras
Yoga Sutra
others
Classification of scriptures
Śruti · Smriti
Timeline
Hindu texts
Practices
Worship
Puja · Japa · Bhajana
Tapa · Dhyana Yajna · Homa
Tirthadana · Naivedhya
Temple · Vigraha · Bhakti
Samskaras
Garbhadhana · Pumsavana · Simantonayana · Jatakarma · Namakarana · Nishkramana · Annaprashana · Chudakarana · Karnavedha · Vidyarambha · Upanayana · Praishartha · Keshanta · Ritushuddhi ·
Samavartana · Vivaha · Antyeshti
Varnashrama Dharma
Varna
Brahmin · Kshatriya Vaishya · Shudra
Ashrama
Brahmacharya ·
Grihastha
Vanaprastha · Sanyasa
Festivals
ନବରାତ୍ରୀ
ବିଜୟା ଦଶମୀ (ଦଶହରା)
ଦୀପାବଳୀ ·
ଶିବରାତ୍ରି ·
ହୋଲି
କୁମ୍ଭ ମେଳା ·
ରଥ ଯାତ୍ରା ·
Vishu · Bihu · Baisakhi · Puthandu
ଗଣେଶ ଚତୁର୍ଥୀ · Onam
ରାମ ନବମୀ ·
ଜନ୍ମଷ୍ଟମୀ
ରାକ୍ଷୀ ପୂର୍ଣ୍ଣିମା
Philosophers
Ancient
Gautama ·
Angiras ·
Ashtavakra ·
Jaimini ·
Kanada ·
Kapila ·
Pāṇini ·
Patañjali ·
Uddalaka ·
Valmiki ·
Vyasa ·
Yajnavalkya
Medieval
Adi Shankara ·
Basava ·
Dnyaneshwar ·
Chaitanya ·
Gangesha Upadhyaya ·
Gaudapada ·
Jayanta Bhatta ·
Kabir ·
Kumarila Bhatta ·
Madhusudana ·
Madhva ·
Namdeva ·
Nimbarka ·
Prabhakara ·
Raghunatha Siromani ·
Ramanuja ·
Srimanta Sankardeva ·
Vedanta Desika ·
Tukaram ·
Tulsidas ·
Vachaspati Mishra ·
Vallabha ·
Vidyaranya
Modern
Aurobindo ·
Coomaraswamy ·
Dayananda Saraswati ·
Gandhi ·
Krishnananda ·
Narayana Guru ·
Prabhupada ·
Ramakrishna ·
Ramana Maharshi ·
Radhakrishnan ·
Sivananda ·
U. G. Krishnamurti ·
ସ୍ଵାମୀ ବିବେକନନ୍ଦ ·
Yogananda
Sri Sri Ravishankar
Other topics
Hindu denominations Hinduism by country
Mythology • Hindu calendar
Hindu law • Hindu iconography
Hindu nationalism
Hindutva
Hindu pilgrimage sites
Persecution • Criticism
Glossary
Hinduism Portal
Hindu Mythology Portal
Close
ପ୍ରାକ୍ ବୈଦିକ ଯୁଗରୁ ଯୋଗର ଉତ୍ପତ୍ତି ବୋଲି ଗ୍ରହଣ କରାଯାଏ । ସିନ୍ଧୁ ଉପତ୍ୟକା ସଭ୍ୟତାରୁ ମିଳିଥିବା ମୁଦ୍ରାରେ ଯୋଗାସନରେସ୍ଥିତ ପଶୁପତିଙ୍କ ଛବି ଯୋଗର ପ୍ରାଚୀନତା ପ୍ରତିପାଦନ କରେ । ଋକ ବେଦରେ ମଧ୍ୟ ଯୋଗର ଉଲ୍ଲେଖ ମିଳିଥାଏ । ବିଭିନ୍ନ ଉପନିଷଦରେ ଥିବା ବର୍ଣ୍ଣନା ଅନୁଯାୟୀ ଯୋଗର ବ୍ୟବହାର ବହୁ ପୁରାତନ । ବୌଦ୍ଧସୂତ୍ର ମାନଙ୍କରେ ମଧ୍ୟ ଯୋଗର ଉଲ୍ଲେଖ ରହିଛି । ତେବେ, ପତଞ୍ଜଳିଙ୍କ ଯୋଗସୂତ୍ର ଯୋଗ ସମ୍ବନ୍ଧରେ ପ୍ରଥମ ଗ୍ରନ୍ଥ, ଯାହା ଯୋଗର ମାନସିକ ଓ ଦାର୍ଶନିକ ବାଖ୍ୟା କରିଥାଏ । ବୈଦିକ ଷଡଦର୍ଶନ ମଧ୍ୟରୁ ଯୋଗ ଅନ୍ୟତମ, ଯାହା ପତଞ୍ଜଳୀଙ୍କ ଯୋଗସୂତ୍ର ଉପରେ ଆଧାରିତ । ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଭଗବତ୍ ଗୀତାରେ ବିସ୍ତୃତ ବର୍ଣ୍ଣନା ରହିଛି ।
ଯୋଗ ମୁଦ୍ରାରେ ବୁଦ୍ଧ
ଯୋଗ ହେଉଛି ସାଧନାର ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସଙ୍ଗରେ ମିଳନର ପ୍ରକ୍ରିୟା । ଯୋଗର ଆକ୍ଷରିକ ଅର୍ଥ ହେଉଛି ମହାଚେତନା ପରମାତ୍ମା ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଶ୍ରଣ ।
ଯୋଗ ଶବ୍ଦ ସଂସ୍କୃତ "ଯୁଜ୍" ଧାତୂରୁ ଆସିଅଛି, ଯାହାର ଅର୍ଥ : "ଏକତ୍ର କରିବା, ଯୁକ୍ତ କରିବା ବା ଯୁକ୍ତ ଅବସ୍ଥା" ଅଟେ । ଆଧ୍ୟାତ୍ମିକ ଅର୍ଥରେ ଏହା ଜୀବାତ୍ମା ଓ ପରମାତ୍ମାଙ୍କ ମିଳନକୁ ବୁଝାଏ । ଯୋଗ ଶବ୍ଦର ଆହୁରି ଅନେକ ଅର୍ଥ ରହିଛି, ଯଦିଓ ଏକ ଆଧ୍ୟାତ୍ମିକ, ମାନସିକ, ଶାରୀରିକ ଶୃଙ୍ଖଳା ଭାବରେ ଏହାର "ଯୁକ୍ତ" ଅର୍ଥକୁ ବୁଝାଯାଏ ।
ହିନ୍ଦୁ ଧର୍ମରେ ଯୋଗ
ଯୋଗ ପାରମ୍ପରିକ ବୈଦିକ ସଡ଼ ଦର୍ଶନ ମଧ୍ୟରେ ଅନ୍ୟତମ । ଯୋଗର ପ୍ରୟୋଗ ଓ ମାର୍ଗକୁ ନେଇ ଅନେକ ଶାଖା ରହିଛି । ସବୁ ଶାଖା ମୁଖ୍ୟତଃ ଯୋଗର ମୂଳ ନିୟମ ଗୁଡିକ, ଏକାଗ୍ରତା ଓ ମାନସିକ ନିୟନ୍ତ୍ରଣ ଉପରେ ଆଧାରିତ । ଯୋଗର ନିମ୍ନସ୍ଥ ମୁଖ୍ୟ ଶାଖା ସବୁ ବର୍ତ୍ତମାନ ମଧ୍ୟ ରହିଛି ।
ରାଜ ଯୋଗ
ହଠ ଯୋଗ
ଲୟ ଯୋଗ
କୁଣ୍ଡଳିନୀ ଯୋଗ
କର୍ମ ଯୋଗ
ଜ୍ଞାନ ଯୋଗ
ଭକ୍ତି ଯୋଗ ଇତ୍ୟାଦି
ରାଜ ଯୋଗ
ମହର୍ଷି ପତଞ୍ଜଳି ପ୍ରଣୀତ ଯୋଗସୂତ୍ର ଉପରେ ଆଧାରିତ ଯୋଗକୁ ରାଜଯୋଗ କୁହାଯାଏ । ଏହି ଗ୍ରନ୍ଥ ଖୀ.ପୂ. ପ୍ରଥମ ଶତାବ୍ଦୀରେ ପ୍ରଣୀତ ହୋଇଥିବା ଅନୁମାନ କରାଯାଏ । ଏହି ଗ୍ରନ୍ଥରେ ଯୋଗର ନାନାଦି ଦାର୍ଶନିକ ଓ ଆଧ୍ୟାତ୍ମିକ ବାଖ୍ୟା ରହିଛି । ଏହି ଗ୍ରନ୍ଥରେ ଅଷ୍ଟାଙ୍ଗ ଯୋଗ ସାଧନ - ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧିର ବର୍ଣ୍ଣନା ରହିଛି । ଜଣେ ସାଧକ ସାଧନାଦ୍ୱାରା ଏହି ଯୋଗାଙ୍ଗ, ବା ଯୋଗର ଅଙ୍ଗମାନଙ୍କୁ ଅଭ୍ୟାସ କରି ଶେଷରେ କୈବଲ୍ୟ ପ୍ରାପ୍ତ ହୋଇଥାଏ ।
ହଠ ଯୋଗ
ହଠ ଯୋଗ ବିଭିନ୍ନ ଆସନ, ବନ୍ଧ, ମୁଦ୍ରା ଆଦିଦ୍ୱାରା ଶାରୀରିକ ନିୟନ୍ତ୍ରଣର ପ୍ରଣାଳୀ ଅଟେ । ଯୋଗର ଏହି ଶାଖା ବିଶେଷ ରୂପେ ପ୍ରସିଦ୍ଧ ଏବଂ ବହୁଳ ଭାବେ ବ୍ୟବହୃତ । ହଠ ଯୋଗ ଶରୀରକୁ ନମନୀୟ ଓ ଶକ୍ତିଶାଳୀ କରିଥାଏ ଏବଂ ଅଭୂତପୂର୍ବ ଶାରୀରିକ କ୍ଷମତା ବିକାଶ କରିବାରେ ସାହାଯ୍ୟ କରିଥାଏ । ଏହି ଯୋଗ ମୁଖ୍ୟତଃ ରାଜଯୋଗର ପୂର୍ବ ପ୍ରସ୍ତୁତି ରୁପରେ ଅଭ୍ୟାସ କରାଯାଏ ।
ଉଇକିମିଡ଼ିଆ କମନ୍ସରେ
Yoga
ବାବଦରେ ମାଧ୍ୟମ ରହିଛି ।
योग ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।