ଆରଣ୍ୟକ ମନୋଜ ଦାସଙ୍କ ରଚିତ ଏକ ଗଳ୍ପ ସଂକଳନ ।[1] ଏହାର ପ୍ରଥମ ପ୍ରକାଶନ ୧୯୬୦ରେ ହୋଇଥିଲା ।[2]
ସଂକଳିତ ଗଳ୍ପ
ଏଥିରେ ସଂକଳିତ ଗଳ୍ପ ସବୁ ହେଲା:
- ରାୟସିଂହର ଡାଏରୀ
- ସଂଗୋପନ କାହାଣୀ
- ଉପଗ୍ରହ
- ଭୁତ କୋଠିରେ ଏକ ରାତି
- ହୃଦୟ ପରିବର୍ତ୍ତନ ସଙ୍କ୍ରାନ୍ତୀୟ ଏକ କାହାଣୀ
- ରବିବାସରୀୟ ସଙ୍ଗୀତ
- ଆରଣ୍ୟକ
- ଜହ୍ନରାତିର ଗଳ୍ପ
ଆରଣ୍ୟକ ଗଳ୍ପ ଉପରେ ଆଧାରିତ ସମନାମରେ ଏକ ଚଳଚ୍ଚିତ୍ର କରାଯାଇଥିଲା । ଅପୂର୍ବ କିଶୋର ବୀର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[3]
ଆଧାର
ବାହାର ଆଧାର
ବାହାର ଲିଙ୍କ
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.