![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/ec/Lt._General_Chandi_Prasad_Mohanty.jpg/640px-Lt._General_Chandi_Prasad_Mohanty.jpg&w=640&q=50)
ଚଣ୍ଡି ପ୍ରସାଦ ମହାନ୍ତି
ଭାରତୀୟ ସେନା ଅଧିକାରୀ / From Wikipedia, the free encyclopedia
ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଜଣେ ଭାରତୀୟ ସେନାର ଅବସରପ୍ରାପ୍ତ ଅଧିକାରୀ । ସେ ପରମ ବିଶିଷ୍ଟ ସେବା ମେଡ଼ାଲ, ଅତି ବିଶିଷ୍ଟ ସେବା ମେଡ଼ାଲ, ବିଶିଷ୍ଟ ସେବା ମେଡ଼ାଲ ଓ ସେନା ମେଡ଼ାଲ ଆଦି ସେନା ପଦକ ଲାଭ କରିଛନ୍ତି । ୨୦୨୧ ଫେବୃଆରୀ ୧ ତାରିଖରେ ସେ ଭାରତୀୟ ସେନାର ଉପମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ [2][3] ଓ ୨୦୨୨ ମସିହା ଜାନୁଆରୀ ୩୧ତାରିଖରେ ନିଜ ଅବସର ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ ।[4] ପୂର୍ବରୁ ସେ ୨୦୨୦ ଜାନୁଆରୀ ୩୦ ତାରିଖରେ ଦକ୍ଷିଣ କମାଣ୍ଡର କମାଣ୍ଡିଂ ଇନ ଚିଫ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । [5] ସେ ଆରଆଇଏମସିରେ ତାଲିମ ଗ୍ରହଣ କରିଥିଲେ ।
Quick Facts ଲେଫ୍ଟନାଣ୍ଟ ଜେନେରାଲଚଣ୍ଡି ପ୍ରସାଦ ମହାନ୍ତି ଅତି ବିଶିଷ୍ଟ ସେବା ମେଡ଼ାଲ, ସେନା ମେଡ଼ାଲ, ବିଶିଷ୍ଟ ସେବା ମେଡ଼ାଲ, ୪୨ତମ ଭାରତୀୟ ସେନା ଉପମୁଖ୍ୟ ...
ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଅତି ବିଶିଷ୍ଟ ସେବା ମେଡ଼ାଲ, ସେନା ମେଡ଼ାଲ, ବିଶିଷ୍ଟ ସେବା ମେଡ଼ାଲ | |
---|---|
![]() | |
୪୨ତମ ଭାରତୀୟ ସେନା ଉପମୁଖ୍ୟ | |
Incumbent | |
Assumed office ୨୦୨୧ ଫେବୃଆରୀ ୧ | |
ରାଷ୍ଟ୍ରପତି | ରାମନାଥ କୋବିନ୍ଦ |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
ପୂର୍ବ ଅଧିକାରୀ | ସତିନ୍ଦର କୁମାର ସୈନୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜୟବଡ଼, ଜଗତସିଂହପୁର ସବଡିଭିଜନ, କଟକ ଜିଲ୍ଲା (ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା), ଓଡ଼ିଶା[1] |
ପୁରସ୍କାର | ![]() ![]() ![]() |
Military service | |
ଆନୁଗତ୍ୟ | ![]() |
Branch/service | ![]() |
Years of service | ଜୁନ ୧୯୮୨- |
ର୍ୟାଙ୍କ | ![]() |
ୟୁନିଟ | ରାଜପୁତ ରେଜିମେଣ୍ଟ |
କମାଣ୍ଡ୍ସ | ![]() Uttar Bharat Area XXXIII Corps |
ଯୁଦ୍ଧ | Insurgency in Northeast India |
Close