Remove ads
From Wikipedia, the free encyclopedia
ଭାରତୀୟ ସ୍ଥଳସେନା (IA, Devanāgarī: भारतीय थलसेना, Bhāratīyan Thalasēnā) ହେଉଛି ଭାରତୀୟ ସଶସ୍ତ୍ର ସେନାର ସବୁଠାରୁ ବଡ଼ ଅଂଶ।
ଭାରତୀୟ ସ୍ଥଳସେନା (Bharatiya Thalasena) | |
---|---|
Founded | 15 August 1947 – present |
Country | India |
Type | Army |
Size | 1,129,900 active personnel 960,000 reserve personnel 158 aircraft |
Part of | Ministry of Defence Indian Armed Forces |
Headquarters | ନୂଆ ଦିଲ୍ଲୀ, ଭାରତ |
Motto | Service Before Self |
Colours | Gold, red and black |
Website | Official Website of the Indian Army |
Commanders | |
Chief of the Army Staff | ଜେନେରାଲ ମନୋଜ ମୁକୁନ୍ଦ ନରଭାନେ [୧] |
Vice Chief of the Army Staff | ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି[୨] |
Notable commanders | Field Marshal Cariappa Field Marshal Manekshaw General Thimayya |
Aircraft flown | |
Helicopter | HAL Rudra |
Transport | HAL Dhruv, HAL Chetak, HAL Cheetah and Cheetal |
ଦେଶକୁ ବାହ୍ୟ ଶତ୍ରୁଠାରୁ ସୁରକ୍ଷା ଦେବା ଏବଂ ଦେଶରେ ଏକତା ବଜାୟ ରଖିବା ଭାରତୀୟ ସ୍ଥଳସେନାର ପ୍ରଧାନ ଲକ୍ଷ୍ୟ।ବାହ୍ୟ ଆକ୍ରମଣରୁ ଦେଶକୁ ରକ୍ଷା କରିବା ,ସୀମାନ୍ତରେ ଶାନ୍ତି ରକ୍ଷା କରିବା,ପ୍ରାକୃତିକ ଦୁର୍ବିପାକ ସମୟରେ ସାଧାରଣ ଜନତାଙ୍କର ଉଦ୍ଧାର, ସେବା ଓ ସୁରକ୍ଷା ମଧ୍ୟ ଏହାର କାର୍ଯ୍ୟ ଅଟେ। ଆନ୍ତର୍ଜାତୀୟ ସାମରିକ ଅଧ୍ୟୟନ ସଂସ୍ଥାନ (International Institute for Strategic Studies)(IISS) ଅନୁସାରେ ୨୦୧୦ରେ ସ୍ଥଳସେନାରେ ୧,୧୨୯, ୯୦୦ ଜଣ ସକ୍ରିୟ ସେନା (active personnel ) ଓ ୯୬୦,୦୦ ଜଣ ଆରକ୍ଷିତ ସେନା(reserve personnel) ରହିଛନ୍ତି।,[୩] ଏହା ଭାରତୀୟ ସ୍ଥଳସେନାକୁ ବିଶ୍ୱର ସର୍ବ ବୃହତ୍ ସ୍ୱୈଚ୍ଛିକ ସେନାର ଗୌରବ ପ୍ରଦାନ କରିଛି। [୧][୨][୪]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.