୨ୟ ଓଡ଼ିଶା ବିଧାନ ସଭା
From Wikipedia, the free encyclopedia
ଓଡ଼ିଶାର ଦ୍ୱିତୀୟ ବିଧାନ ସଭା ୨୭ ମଇ ୧୯୫୭ ମସିହାରୁ ୨୫ ଫେବୃୟାରୀ ୧୯୬୧ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଏହି ଅବଧିରେ ମୋଟ ସାତ ଥର ଅଥବା ୨୫୪ ଦିନ ବିଧାନ ସଭା ଅଧିବେଶନ ବସିଥିଲା ।[1] ୨୫ ଫେବୃୟାରୀ ୧୯୬୧ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ।
Quick Facts ଦ୍ୱିତୀୟ ବିଧାନ ସଭା, ପ୍ରକାର ...
ଦ୍ୱିତୀୟ ବିଧାନ ସଭା | |
---|---|
![]() | |
ପ୍ରକାର | |
ପ୍ରକାର | ନିମ୍ନ ସଦନ |
ନେତୃତ୍ୱ | |
ବାଚସ୍ପତି | ନୀଳକଣ୍ଠ ଦାସ, କଂଗ୍ରେସ |
ଉପ-ବାଚସ୍ପତି | ଯଦୁମଣି ମଙ୍ଗରାଜ, କଂଗ୍ରେସ |
ମୁଖ୍ୟମନ୍ତ୍ରୀ | ହରେକୃଷ୍ଣ ମହତାବ, କଂଗ୍ରେସ |
ବିରୋଧୀ ଦଳର ମୁଖ୍ୟ | ରାଜେନ୍ଦ୍ର ନାରାୟଣ ସିଂହଦେଓ, ଗଣତନ୍ତ୍ର ପରିଷଦ |
ଆସନ ସଂଖ୍ୟା | ୧୪୦ |
ସାକ୍ଷାତକକ୍ଷ | |
![]() | |
ବିଧାନ ସଭା | |
Website | |
ws.ori.nic.in/ola/ |
Close