ହରେକୃଷ୍ଣ ମହତାବ
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ହରେକୃଷ୍ଣ ମହତାବ (୨୧ ନଭେମ୍ବର ୧୮୯୯ -୨ ଜାନୁଆରୀ ୧୯୮୭) ଜଣେ ଲେଖକ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିଥିଲେ । ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା ।[1]
Quick Facts ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ, ମୁଖ୍ୟମନ୍ତ୍ରୀ, ଓଡ଼ିଶା ...
ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ | |
---|---|
![]() | |
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୧୯ ଅକ୍ଟୋବର ୧୯୫୬ – ୨୫ ଫେବୃଆରୀ ୧୯୬୧ | |
ପୂର୍ବ ଅଧିକାରୀ | ନବକୃଷ୍ଣ ଚୌଧୁରୀ |
ପର ଅଧିକାରୀ | ବିଜୁ ପଟ୍ଟନାୟକ |
ରାଜ୍ୟପାଳ, ବମ୍ବେ | |
କାର୍ଯ୍ୟକାଳ ୨ ମାର୍ଚ୍ଚ ୧୯୫୫ – ୧୪ ଅକ୍ଟୋବର ୧୯୫୬ | |
ପୂର୍ବ ଅଧିକାରୀ | ଗିରିଜା ଶଙ୍କର ବାଜପାୟୀ |
ପର ଅଧିକାରୀ | ଶ୍ରୀ ପ୍ରକାଶ |
ମୁଖ୍ୟମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୧୫ ଅଗଷ୍ଟ ୧୯୪୭ – ୧୨ ମଇ ୧୯୫୦ | |
ପୂର୍ବ ଅଧିକାରୀ | ନୂଆ ପଦବୀ ଆରମ୍ଭ କରାଯାଇଥିଲା |
ପର ଅଧିକାରୀ | ନବକୃଷ୍ଣ ଚୌଧୁରୀ |
ପ୍ରଧାନମନ୍ତ୍ରୀ, ଓଡ଼ିଶା | |
କାର୍ଯ୍ୟକାଳ ୨୩ ଅପ୍ରେଲ ୧୯୪୬ – ୧୫ ଅଗଷ୍ଟ ୧୯୪୭ | |
ପୂର୍ବ ଅଧିକାରୀ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ |
ପର ଅଧିକାରୀ | ପଦବୀ ଲୋପ ପାଇଥିଲା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1899-11-21)୨୧ ନଭେମ୍ବର ୧୮୯୯ ଆଗରପଡ଼ା, ଭଦ୍ରକ ଜିଲ୍ଲା |
ମୃତ୍ୟୁ | ୨ ଜାନୁଆରୀ ୧୯୮୭(1987-01-02) (ବୟସ ୮୭) |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସୁଭଦ୍ରା ମହତାବ |
ସନ୍ତାନ | ଭର୍ତ୍ତୃହରି ମହତାବ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ |
Close