ଭାରତର ପ୍ରଧାନମନ୍ତ୍ରୀ
ଭାରତୀୟ ଗଣରାଜ୍ୟର ମୁଖ୍ୟ / From Wikipedia, the free encyclopedia
ଭାରତର ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରମନ୍ତ୍ରୀପରିଷଦର ଅଧ୍ୟକ୍ଷ ହେଉଛନ୍ତି ନିଜେ ପ୍ରଧାନମନ୍ତ୍ରୀ । ସେ ମଧ୍ୟ କେନ୍ଦ୍ର ସରକାରଙ୍କର ପ୍ରଶାସନିକ ମୂଖ୍ୟ ।
Quick Facts Prime Minister of the Republic of India, Style ...
Prime Minister of the Republic of India | |
---|---|
ଭାରତ ସରକାର ପ୍ରାଧନମନ୍ତ୍ରୀଙ୍କ ଅଫିସ | |
Style | The Honourable |
Member of |
|
Reports to | ସଂସଦ |
Residence | ୭ ରେସ କୋର୍ସ ରୋଡ଼ |
Seat | ରାଇସିନା ହିଲ, ନୂଆ ଦିଲ୍ଲୀ, ଭାରତ |
Appointer | ଭାରତର ରାଷ୍ଟ୍ରପତି by convention, based on appointee's ability to command confidence in the Lok Sabha. |
Term length | The prime minister is by convention the leader of the victorious party. so long as General Elections are held no more than five years apart. No term limits are imposed on the office. |
Inaugural holder | ଜବାହରଲାଲ ନେହେରୁ |
Formation | 15 ଅଗଷ୍ଟ 1947 (1947-08-15) (୭୬ ବର୍ଷ ପୂର୍ବରୁ) |
Salary | 2,000,000 (annual, including 960,000 MP's salary) [1] |
Website | Prime Minister's Office |
Close
ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ଥିଲେ ବି ବାସ୍ତବ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ରମନ୍ତ୍ରୀପରିଷଦ ଏହି ସମସ୍ତ କ୍ଷମତା ପ୍ରୟୋଗ କରନ୍ତି । ସେଥିପାଇଁ କୁହାଯାଇଛି ଯେ ଭାରତରେ ସମସ୍ତଙ୍କ ଅପେକ୍ଷା ଅଧିକ କ୍ଷମତାଶାଳୀ ସାମ୍ବିଧାନିକ ପଦବୀର ଅଧିକାରୀ ହେଉଛନ୍ତି ସ୍ୱୟଂ ପ୍ରଧାନମନ୍ତ୍ରୀ ।