ବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
ବାରବାଟି-କଟକ (କ୍ରମିକ ସଂଖ୍ୟା: ୯୦) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।
ଏହି ନିର୍ବାଚନ ମଣ୍ଡଳୀରେ କଟକ ମହାନଗର ନିଗମର ୱାର୍ଡ ସଂଖ୍ୟା ୧-୨୪ ଏବଂ ୨୬ ଅନ୍ତର୍ଭୁକ୍ତ।[1][2]
ଗତ ୨୦୨୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କଠାରୁ ୮,୦୦୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
Quick Facts ବାରବାଟି-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ...
ବାରବାଟି-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ | |
---|---|
ବିଧାୟକ: | ସୋଫିଆ ଫିର୍ଦ୍ଦୋସ (କଂଗ୍ରେସ) |
ଆରକ୍ଷଣ: | ସାଧାରଣ |
ମତଦାତା ସଂଖ୍ୟା (୨୦୨୪): | ୨,୩୨,୮୮୬ |
ଜିଲ୍ଲା: | କଟକ ଜିଲ୍ଲା |
ଲୋକସଭା ଆସନ: | କଟକ |
ମହାନଗର ନିଗମ: | ୧ କଟକ (ୱାର୍ଡ:୧-୨୪ ଓ ୨୬) |
Close
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କଠାରୁ ୧୪୨୯୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[3]