ନିରଞ୍ଜନ ପଟ୍ଟନାୟକ
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ନିରଞ୍ଜନ ପଟ୍ଟନାୟକ (ଜନ୍ମ: ୧ ଜୁନ ୧୯୪୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ନିରଞ୍ଜନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ଚାରିଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫, ୧୯୯୫ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାମଚନ୍ଦ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[1]
Quick Facts ନିରଞ୍ଜନ ପଟ୍ଟନାୟକ, ବିଧାୟକ: ୮ମ ଓ ୯ମ ଓଡ଼ିଶା ବିଧାନ ସଭା ...
ନିରଞ୍ଜନ ପଟ୍ଟନାୟକ | |
---|---|
ବିଧାୟକ: ୮ମ ଓ ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ନିର୍ବାଚନ ମଣ୍ଡଳୀ | ରାମଚନ୍ଦ୍ରପୁର |
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ନିର୍ବାଚନ ମଣ୍ଡଳୀ | ରାମଚନ୍ଦ୍ରପୁର |
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ନିର୍ବାଚନ ମଣ୍ଡଳୀ | ରାମଚନ୍ଦ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1942-06-01) ୧ ଜୁନ ୧୯୪୨ (ବୟସ ୮୧) |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପ୍ରଭାତ ନଳିନୀ ପଟ୍ଟନାୟକ |
ବାପା/ବୋଉ | ବ୍ରଜବନ୍ଧୁ ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
Close