ରାମଚନ୍ଦ୍ରପୁର (କ୍ରମିକ ସଂଖ୍ୟା: ୧୪୬) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଥିଲା ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ଥିଲା: ଘସିପୁରା ବ୍ଳକ, ଘଟଗାଁ ବ୍ଳକ ଓ ଆନନ୍ଦପୁର ବ୍ଳକର କିଛି ଅଂଶ ।
ରାମଚନ୍ଦ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଜିଲ୍ଲା: | କେନ୍ଦୁଝର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦୁଝର |
ପଞ୍ଚାୟତ ସମିତି: | |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: | ୦ |
ଏହି ନିର୍ବାଚନ ମଣ୍ଡଳୀ ୧୯୬୧ ମସିହରେ ଗଠିତ ହୋଇଥିଲା ଏବଂ ୨୦୦୪ ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ ଶେଷଥର ପାଇଁ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[2] ଏହାପରେ ଏହି ନିର୍ବାଚନ ମଣ୍ଡଳୀର ନାମ ପରିବର୍ତ୍ତନ କରାଯାଇ ଘସିପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ରଖାଯାଇଥିଲା ।
ନିର୍ବାଚିତ ବିଧାୟକଗଣ
- ୨୦୦୪: ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ)
- ୨୦୦୦: ବଦ୍ରିନାରାୟଣ ପାତ୍ର (ସ୍ୱାଧୀନ)
- ୧୯୯୫: ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ)
- ୧୯୯୦: ବଦ୍ରିନାରାୟଣ ପାତ୍ର (ଜନତା ଦଳ)
- ୧୯୮୫: ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ)
- ୧୯୮୦: ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ (ଆଇ))
- ୧୯୭୭: କ୍ଷୀରୋଦ ପ୍ରସାଦ ସ୍ୱାଇଁ (ଜନତା ପାର୍ଟି)
- ୧୯୭୪: ମୂରଲୀଧର କୁଆଁର (ଉତ୍କଳ କଂଗ୍ରେସ)
- ୧୯୬୧: ମୂରଲୀଧର କୁଆଁର (କଂଗ୍ରେସ)
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.