![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/5/56/Deomali.jpg/640px-Deomali.jpg&w=640&q=50)
ଦେଓମାଳୀ
From Wikipedia, the free encyclopedia
ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ । [2] ଏହା ମଧ୍ୟ ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ ।[3] ଏହା କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କଟିଆ ଗ୍ରାମ ପଞ୍ଚାୟତର ଦୁଧାରି ଗ୍ରାମ ନିକଟରେ ଅବସ୍ଥିତ । କୋରାପୁଟଠାରୁ ଏହାର ଦୂରତା ୩୫ କିଲୋ ମିଟର ।[4]
Quick Facts ଦେଓମାଳୀ ପର୍ବତ, Elevation ...
ଦେଓମାଳୀ ପର୍ବତ | |
---|---|
![]() | |
Elevation | ୧,୬୭୨ m (୫,୪୮୬ ft)[1] |
Location | |
ଦେଓମାଳୀ ପର୍ବତର ଅବସ୍ଥାନ | |
Location | କୋରାପୁଟ ଜିଲ୍ଲା, ଓଡ଼ିଶା |
Range | ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା, ପୂର୍ବଘାଟ ପର୍ବତମାଳା |
Coordinates | 18°40′32″N 82°58′54″E |
Close