ଓଡ଼ିଶାର ଜିଲ୍ଲା, ଭାରତ From Wikipedia, the free encyclopedia
କୋରାପୁଟ | |||||
---|---|---|---|---|---|
ଜିଲ୍ଲା | |||||
| |||||
ଦେଶ | ଭାରତ | ||||
ରାଜ୍ୟ | ଓଡ଼ିଶା | ||||
ଲୋକ ସଭା | କୋରାପୁଟ, ନବରଙ୍ଗପୁର | ||||
ଭାଷା | ଓଡ଼ିଆ, ଇଂରାଜୀ | ||||
ବିଧାନ ସଭା | ୫ଟି ଆସନ
| ||||
Area | |||||
• ଜିଲ୍ଲା | 8379 km2 (3,235 sq mi) | ||||
Population (୨୦୧୧) | |||||
• ଜିଲ୍ଲା | ୧୩୭୬୯୩୪ | ||||
• Density | 156/km2 (400/sq mi) | ||||
• Urban | ୨୨୫୪୦୬ | ||||
• Rural | ୧୧୫୧୫୨୮ | ||||
• ୬ ବର୍ଷରୁ କମ ଶିଶୁ | ୨୧୫୫୧୮ | ||||
Time zone | IST (+୫.୩୦) | ||||
ଡାକ କୋଡ଼ | ୭୬୪ ୦୨୦ | ||||
ଯାନବାହାନ ପଞ୍ଚୀକରଣ | OD-10 | ||||
ଜିଲ୍ଲାପାଳ | ଭି କୀର୍ତ୍ତି ଭାସନ [୧] | ||||
Website | Official website |
ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲ୍ଲାର ଆୟତନ ୮,୩୭୯ ବର୍ଗ କିମି । କୋରାପୁଟ ଜିଲ୍ଲା ୧୭°୪'ଉ.ରୁ ୨୦°୭'ଉତ୍ତର ଅକ୍ଷାଂଶ ଓ ୮୧°୨୪'ପୂରୁ ୮୪°୨'ପୂର୍ବ ଦ୍ରାଘିମାମଧ୍ୟରେ ଅବସ୍ଥିତ |
କୋରାପୁଟ ଜିଲ୍ଲାର
୨୦୧୧ ଜନଗଣନା[୨] ଅନୁସାରେ, କୋରାପୁଟ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୩,୭୬,୯୩୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୫୧,୫୨୮ ଓ ସହରାଞ୍ଚଳରେ ୨,୨୫,୪୦୬ ଲୋକ ବାସ କରନ୍ତି [୩] ।
କୋରାପୁଟ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି । ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନିତ କରାଯାଇଥିବା ୩୨୦ଟି ସ୍ଥାନ ଭିତରେ ୧୩ଟି ସ୍ଥାନ କୋରାପୁଟ ଜିଲ୍ଲାରେ ଅବସ୍ଥିତ । ସେ ଗୁଡ଼ିକ ହେଲା :-
ଉପରୋକ୍ତ ପର୍ଯ୍ୟଟନ ସ୍ଥଳୀ ଭିନ୍ନ ନିମ୍ନସ୍ଥ ସ୍ଥାନ ଗୁଡ଼ିକ ମଧ୍ୟ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।
ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କ ପରି ଏହି ଜିଲ୍ଲାରେ ଅନେକ ପର୍ବପର୍ବାଣି ପାଳନ କରାଯାଏ । ତା ସାଙ୍କକୁ ଏହି ଜିଲ୍ଲାର ବିଶେଷ ଓ ମୁଖ୍ୟ ଲୋକ ମହୋତ୍ସବ ହେଲା ‘ପରବ’। ଏହା ଏକ ରାଜ୍ୟସ୍ତରୀୟ ମହୋତ୍ସବ ଓ ଏହା ନଭେମ୍ବର ୧୬ ତାରିଖରୁ ୧୮ ତାରିଖ ଭିତରେ ଅନୁଷ୍ଠିତ ହୋଇଥାଏ । ଏହା ସହିତ ନଭେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀମେଳା ଜିଲ୍ଲା ମହକୁମା କୋରାପୁଟଠାରେ ପାଳିତ ହୋଇଥାଏ । ଆହୁରି ମଧ୍ୟ ୨୦୧୮ ମସିହାଠାରୁ ପ୍ରତିବର୍ଷ ଭୁବନେଶ୍ବରର ଓଡ଼ିଆ ମିଡିଆ ପକ୍ଷରୁ କୋରାପୁଟରେ ଏକ ଜାତୀୟ ସମାରୋହ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥାଏ।[୫]
ରାଜ୍ୟସ୍ତରୀୟ ମହୋତ୍ସବ ‘ପରବ’ ପାଳନ ଅବସରରେ କୋରାପୁଟର ଅନେକ ଲୋକନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରେ । ଏହି ନୃତ୍ୟଗୁଡ଼ିକ ଭିତରେ କେତୋଟି ମୁଖ୍ୟ ନୃତ୍ୟ ହେଲେ :
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.