ଜୟ ଜଗନ୍ନାଥ
୨୦୦୭ର ଓଡ଼ିଆ କଥାଚିତ୍ର / From Wikipedia, the free encyclopedia
ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ[2] ନିର୍ମିତ ବହୁଭାଷି କଥାଚିତ୍ର ଜୟ ଜଗନ୍ନାଥ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା । ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇ ଥିଲା ।[3][4]
Quick Facts ଜୟ ଜଗନ୍ନାଥ, ନିର୍ଦ୍ଦେଶକ ...
ଜୟ ଜଗନ୍ନାଥ | |
---|---|
ନିର୍ଦ୍ଦେଶକ | ସବ୍ୟସାଚୀ ମହାପାତ୍ର |
ପ୍ରଯୋଜକ | ବି. ଚିଣ୍ଟୁ ମହାପାତ୍ର |
ସଂଳାପ | ରଜନୀ ରଞ୍ଜନ[1] |
ଚିତ୍ରନାଟ୍ୟ | ସବ୍ୟସାଚୀ ମହାପାତ୍ର |
କଳାକାର | ଶ୍ରୀତମ ଦାସ, ଜ୍ୟୋତି ମିଶ୍ର, ପିଣ୍ଟୁ ନନ୍ଦ, ସାଧୁ ମେହେର, ଗୁନା ମହାପାତ୍ର, ଶରତ ପୂଜାରୀ |
ବର୍ଣ୍ଣନା | ଅନୁରାଗ ଶର୍ମା |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ, ସଞ୍ଜୟ ଧରଙ୍କର |
ସମ୍ପାଦକ | ରାଜେନ୍ଦ୍ର ମହାପାତ୍ର |
ମୁକ୍ତିଲାଭ ତାରିଖ | ୧୩ ଜୁଲାଇ ୨୦୦୭ |
କଥାଚିତ୍ରର ସମୟ | ୧୨୭ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୨୮କୋଟି |
Close