କିଛି ସ୍ମୃତି କିଛି ଅନୁଭୂତି
୧୯୮୯ର ଓଡ଼ିଆ କଥାଚିତ୍ର / From Wikipedia, the free encyclopedia
ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'କିଛି ସ୍ମୃତି କିଛି ଅନୁଭୂତି' ୧୯୮୯ ମସିହାରେ ମୁକ୍ତିଲାଭ କରିଥିଲା ।[3] ଏହି ଚଳଚ୍ଚିତ୍ରଟିର ଜାତୀୟ ପୁରସ୍କାର ପାଇଥିଲା ।
Quick Facts କିଛି ସ୍ମୃତି କିଛି ଅନୁଭୂତି, ନିର୍ଦ୍ଦେଶକ ...
କିଛି ସ୍ମୃତି କିଛି ଅନୁଭୂତି | |
---|---|
ନିର୍ଦ୍ଦେଶକ | ମନମୋହନ ମହାପାତ୍ର[1] |
କଳାକାର | ହେମନ୍ତ ଦାସ, ସୁଜାତା ଆନନ୍ଦ[2] |
ମୁକ୍ତିଲାଭ ତାରିଖ | ୧୯୮୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
Close