![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/33/Puri_Temple_1877_drawing.jpg/640px-Puri_Temple_1877_drawing.jpg&w=640&q=50)
ଉତ୍କଳ
ପ୍ରାଚୀନ ଭାରତ ର ଏକ ରାଜ୍ୟ / From Wikipedia, the free encyclopedia
ଉତ୍କଳ ସାମ୍ରାଜ୍ୟ ଅଧୁନାତନ ଭାରତର ଓଡ଼ିଶାର ଉତ୍ତର ଓ ପୂର୍ବଭାଗରେ ଅବସ୍ଥିତ ଥିଲା । ମହାଭାରତରେ ଉତ୍କଳ, ଉତ୍ପଳ, ଅକଳ ଓ ଓଡ୍ର ଦେଶ ବାବଦରେ ବର୍ଣ୍ଣନା କରାଯାଇଅଛି । ଭାରତର ଜାତୀୟ ସଙ୍ଗୀତ ଜନ ଗଣ ମନରେ ମଧ୍ୟ ଏହା ରହିଛି ।
![Thumb image](http://upload.wikimedia.org/wikipedia/commons/thumb/3/33/Puri_Temple_1877_drawing.jpg/640px-Puri_Temple_1877_drawing.jpg)