ଆଲାହାବାଦ
ଉତ୍ତର ପ୍ରଦେଶର ସହର / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts ଆଲାହାବାଦ इलाहाबाद الہ آباد, ଦେଶ ...
ଆଲାହାବାଦ
इलाहाबाद الہ آباد | |
---|---|
Metropolitan | |
Nickname: | |
ଦେଶ | India |
ରାଜ୍ୟ | ଉତ୍ତର ପ୍ରଦେଶ |
ଜିଲ୍ଲା | ଆଲାହାବାଦ |
ପ୍ରତିଷ୍ଠା | 1583 AD |
Government | |
• Type | Mayor–Council |
• Body | ଆଲାହାବାଦ ମୁନିସିପାଲ୍ଟି କୋର୍ପୋରେଶନ |
• Mayor | Abhilasha Gupta[3] |
• ପୋଲିସ କମିଶନର | Ram Chandra Yadav |
Area | |
• ସମୁଦାୟ | 63.07 km2 (24.35 sq mi) |
Elevation | 98 m (322 ft) |
Population (2011)[4] | |
• Total | ୧୨,୧୬,୭୧୯ |
• Rank | 35th |
• Density | 1,087/km2 (2,820/sq mi) |
• Agglomeration Rank | ୪୦th |
Demonyms | Allahabadi |
Time zone | UTC+5:30 (IST) |
PIN | 211001-18 |
Telephone code | 91-532 |
ଯାନବାହାନ ପଞ୍ଚୀକରଣ | UP-70 |
Sex ratio | 901 ♂/♀ |
ସରକାରୀ ଭାଷା | ହିନ୍ଦୀ |
Website | allahabad |
Close
ଆଲାହାବାଦକୁ ଇଲ୍ଲାହାବାଦ, ପ୍ରୟାଗ ଏବଂ ସରକାରୀ ଭାବେ ପ୍ରୟାଗରାଜ ନାମରେ ମଧ୍ୟ ଜଣାଯାଏ । ଏହା ଉତ୍ତର ପ୍ରଦେଶ ରାଜ୍ୟର ଏକ ପ୍ରମୁଖ ସହର ଓ ବାଣିଜ୍ୟ କେନ୍ଦ୍ର ଅଟେ । ଏହା ମଧ୍ୟ ଆଲାହାବାଦ ଜିଲ୍ଲାର ସଦର ମହକୁମା। ଆଲାହାବାଦକୁ ପ୍ରଧାନମନ୍ତ୍ରୀର ସହର ବୋଲି ମଧ୍ୟ କୁହାଯାଏ, କାରଣ ସ୍ୱାଧୀନତା ପରବର୍ତ୍ତୀ ଭାରତର ୧୩ ଜଣ ପ୍ରଧାନ ମନ୍ତ୍ରୀଙ୍କ ମଧ୍ୟରୁ ସାତ ଜଣ ଆଲାହାବାଦଠାରେ ଜନ୍ମ ଗ୍ରହଣ କରିଛନ୍ତି ।