ଭାରତର ଜିଲ୍ଲାମାନଙ୍କର ତାଲିକା
From Wikipedia, the free encyclopedia
ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦ୍ଦୁ: ضلع) ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବିଭାଜନ ।
- ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IASର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ୱରେ ଅଛନ୍ତି ।
- ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବାର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ୱରେ ଅଛନ୍ତି ।
- Deputy Conservator of Forests, Indian Forest Serviceର କର୍ମଚାରୀ, । ଜିଲ୍ଲାର ବନବିଭାଗ ଦାୟିତ୍ୱରେ ଅଛନ୍ତି ।
ଜିଲ୍ଲା ମୂଖ୍ୟାଳୟର କର୍ମୀମାନେ ରାଜ୍ୟ ସରକାରଦ୍ୱାରା ସହାୟିତ ହୁଅନ୍ତି ।
ଭାରତରେ ମୋଟ ୬୪୦ଟି ଜିଲ୍ଲା ଅଛି ।