ଏହା ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ ଏବଂ ସୋରିଆଟିକ ଗଣ୍ଠି ପ୍ରଦାହ ରୋଗମାନଙ୍କର ଚିକିତ୍ସା ପାଇଁ ଓ ଅଙ୍ଗ From Wikipedia, the free encyclopedia
ଲେଫ୍ଲୁନୋମାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆରାଭା, ହେଉଛି ଏକ ଔଷଧ ଯାହା ରିଉମାଟଏଡ ଆର୍ଥ୍ରାଇଟିସ ଏବଂ ସୋରିଆଟିକ ଗଣ୍ଠି ପ୍ରଦାହ ରୋଗମାନଙ୍କର ଚିକିତ୍ସା ପାଇଁ ଓ ଅଙ୍ଗ ପ୍ରତିରୋପଣ ପରେ ପ୍ରତ୍ୟାଖ୍ୟାନକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[3][2] ଏହା ପାଟିରେ ଦିଆଯାଏ ।[3] ଔଷଧର ପ୍ରଭାବ ସାଧାରଣତଃ ୬ ସପ୍ତାହ ମଧ୍ୟରେ ଆରମ୍ଭ ହୋଇଥାଏ ।[2]
Clinical data | |
---|---|
Trade names | Arava, Lefumide, Arabloc, others |
AHFS/Drugs.com | monograph |
MedlinePlus | a600032 |
data |
|
Pregnancy category |
|
Routes of administration | By mouth (tablets) |
Legal status | |
Legal status |
|
Pharmacokinetic data | |
Bioavailability | 80%[1] |
Protein binding | >99%[1] |
Metabolism | GI mucosa and liver[1] |
Onset of action | Within 6 wks[2] |
Elimination half-life | 14–18 days[1] |
Excretion | Faeces (48%), urine (43%)[1] |
Identifiers | |
IUPAC name
| |
ECHA InfoCard | 100.123.883 |
Chemical and physical data | |
Formula | C12H9F3N2O2 |
Molar mass | ୨୭୦.୨୧ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଯକୃତ ପ୍ରଦାହ, କେଶ ଝଡ଼ିବା ଏବଂ ରାସ ହୋଇପାରେ ।[3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଥ୍ରୋମ୍ବୋସାଇଟୋପେନିଆ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ କର୍କଟ ରୋଗ ହୋଇପାରେ ।[3] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[3] ଏହା ଏକ ରୋଗ ପରିବର୍ତ୍ତନକାରୀ ଆଣ୍ଟିରିଉମାଟିକ୍ (DMARD) ଏବଂ ଇମ୍ୟୁନୋସପ୍ରେସାଣ୍ଟ ଔଷଧ ।[3][2] ଏହା ଡାଇହାଇଡ୍ରୋଓରୋଟେଟ୍ ଡିହାଇଡ୍ରୋଜେନେଜକୁଅବରୋଧ କରି ଲିମ୍ଫୋସାଇଟ ପରିମାଣ ହ୍ରାସ କରେ ।[2]
୧୯୮୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୯ରେ ୟୁରୋପରେ ମେଡିକାଲ ବ୍ୟବହାର ପାଇଁ ଲେଫ୍ଲୁନୋମାଇଡ ଅନୁମୋଦିତ ହୋଇଥିଲା ।[3] [2] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[4] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ୫ ପାଉଣ୍ଡ ଥିଲା ।[4] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦୦ ଡଲାର ଅଟେ। [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.