ଆଠଗଡ଼
From Wikipedia, the free encyclopedia
From Wikipedia, the free encyclopedia
ଆଠଗଡ଼,କଟକ ଜିଲ୍ଲାର ଏକ ସହର, ବ୍ଲକ, ତହସିଲ, ଉପଖଣ୍ଡ ଓ ନିର୍ବାଚନ ମଣ୍ଡଳୀ।[2]
ଆଠଗଡ଼ ଏକଦା ଏକ ରାଜ୍ୟ ଥିଲା । ଏଠାର ରାଜା ପୁରୀରାଜାଙ୍କଠାରୁ ଶ୍ରୀକରଣ ବେବର୍ତ୍ତା ପଟ୍ଟନାୟକ ଉପାଧି ପ୍ରାପ୍ତ ହୋଇଥିଲେ । ପୁରୀ ରାଜାଙ୍କର ମନ୍ତ୍ରୀ ନୀଳାଦ୍ରି ବେବର୍ତ୍ତା ଷୋଡ଼ଶ ଶତାବ୍ଦୀରେ ଏହି ରାଜ୍ୟ ପ୍ରତିଷ୍ଠା କରିଥିଲେ । ପୁରୀ ରାଜା ତାଙ୍କୁ ଏହି ରାଜ୍ୟ ପ୍ରଦାନ କରିିଥିଲେ । ଏଥିରେ ୧୮୭ଟି ଗ୍ରାମ ଅନ୍ତର୍ଭୁକ୍ତ ଥିଲା । ଧବଳେଶ୍ୱର ମନ୍ଦିର ଏ ରାଜ୍ୟରେ ଅବସ୍ଥିତ ଥିଲା ।
ବିଶିଷ୍ଟ ସମାଜସେବୀ ସ୍ୱାଧୀନତାସଂଗ୍ରାମୀ, 'ସମାଜ'ର ପୂର୍ବତନ ସଂପାଦକ ରାଧାନାଥ ରଥ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ସାଧୁ ସୁନ୍ଦର ଦାସ ଏଠାକାର ଜଣାଶୁଣା ବ୍ୟକ୍ତିବିଶେଷ ।[3]
ଆଠଗଡ଼ ତହସିଲ ଅଧିନରେ ନିମ୍ନଲିଖିତ ୨୦୫ଟି ରାଜସ୍ୱ ମୌଜା ଅବସ୍ଥିତ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.