ଗୀତିକାର ଓ ସଂଗୀତକାର From Wikipedia, the free encyclopedia
ମନ୍ମଥ ମିଶ୍ର ଓଡ଼ିଆ କଥାଚିତ୍ର ଜଗତ ଓ ଯାତ୍ରା ଜଗତର ଜଣେ ଗୀତିକାର ଓ ସଂଗୀତକାର ।[3]
ମନ୍ମଥ ମିଶ୍ର | |
---|---|
ଜନ୍ମ | କୁମାରପୁର ଶାସନ, ଆଠଗଡ଼ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଆଠଗଡ଼ ମହାବିଦ୍ୟାଳୟ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ବୃତ୍ତି | ସଙ୍ଗୀତକାର[1] |
ବୈବାହିକ-ସାଥୀ | କ୍ରୀଷ୍ଣା ମିଶ୍ର[2] |
ସନ୍ତାନ | ପ୍ରକୃତି ମିଶ୍ର, ମାନବ |
ପିତାମାତା | ଦିନବନ୍ଧୁ ମିଶ୍ର ଇନ୍ଦୁପ୍ରଭା |
୧୯୮୩ ମସିହାରେ 'ଆଶାର ଆକାଶ' କଥାଚିତ୍ରରେ ମନ୍ମଥ ମିଶ୍ର ପ୍ରଥମ ଥର ନିମନ୍ତେ ସ୍ୱର ସଂଯୋଜନା କରିବା ସହ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ ।[4]
'ଆଶାର ଆକାଶ' କଥାଚିତ୍ର ପରବର୍ତ୍ତୀ ୪/୫ଟି କଥାଚିତ୍ର ମୁକ୍ତିଲାଭ ନ'କରିବାରୁ ମନ୍ମଥ ଯାତ୍ରା ଜଗତରେ ଗୀତିକାର, ସ୍ୱର ସଂଯୋଜକ ଓ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.