ସମ୍ବଲପୁର
ଓଡ଼ିଶାର ଏକ ସହର, ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts ସମ୍ବଲପୁର, ଦେଶ ...
ସମ୍ବଲପୁର | |
---|---|
ଜିଲ୍ଲା | |
Nickname: ହସ୍ତତନ୍ତର ସହର | |
Coordinates: 21.471562°N 83.986220°E / 21.471562; 83.986220 | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସମ୍ବଲପୁର |
Area | |
• ସମୁଦାୟ | 89 km2 (34 sq mi) |
Population (2011) | |
• Total | ୨,୬୯,୫୭୫ |
• Rank | ୧୩୩(ଭାରତ) ୪(ଓଡ଼ିଶା) |
• Density | 3,000/km2 (7,800/sq mi) |
ଭାଷା | |
• ସରକାରୀ | ଓଡ଼ିଆ |
• ଅନ୍ୟ ଭାଷା | ସମ୍ବଲପୁରୀ, ହିନ୍ଦୀ |
Time zone | UTC+୫.୩୦ (ଆଇ.ଏସ୍.ଟି) |
ପିନ୍ | ୭୬୮ ୦୦୧ |
ଦୁରଭାଷ କୋଡ | ୦୬୬୩ |
ଯାନବାହାନ ପଞ୍ଚୀକରଣ | OD 15 |
ସାକ୍ଷରତା | ୮୫.୬୯% |
Website | www |
Close
ସମ୍ବଲପୁର ଭାରତର ଓଡ଼ିଶାରେ ଥିବା ସମ୍ବଲପୁର ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ସମବଲପୁର ତାର ସମ୍ବଲପୁରୀ ଶାଢ଼ି ପାଇଁ ବିଶ୍ୱ ପ୍ରସିଦ୍ଧ | ଏଠାରେ ସମଲେଶ୍ୱରୀ ମନ୍ଦିର ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି, ଯାହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |