ରାମ ମନ୍ଦିର, ଭୁବନେଶ୍ୱର
ଭାରତର ଏକ ହିନ୍ଦୁ ମନ୍ଦିର / From Wikipedia, the free encyclopedia
ରାମ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ରାମ ମନ୍ଦିର ।[1] ଏହା ନଗରର ଜନପଥରେ ଖାରବେଳ ନଗରଠାରେ ଅବସ୍ଥିତ ।[2] ୧୯୭୯ ମସିହାରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ।
Quick Facts ରାମ ମନ୍ଦିର, Religion ...
ରାମ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଖୋର୍ଦ୍ଧା |
Location | |
ସ୍ଥାନ | ଭୁବନେଶ୍ୱର |
Country | ଭାରତ |
Close
ମନ୍ଦିରଟି ୧.୨୫ ଏକର ପରିମିତ ଜାଗାରେ ପ୍ରତିଷ୍ଠିତ । ବେଢ଼ାରେ ମୁଖ୍ୟ ମନ୍ଦିର ସହିତ ଅନ୍ୟ ୬ଟି ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ରହିଛି ।