[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]

Quick Facts ଖୋର୍ଦ୍ଧା, ଦେଶ ...
ଖୋର୍ଦ୍ଧା
ଜିଲ୍ଲା
Thumb
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାଖୋର୍ଦ୍ଧା
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୮ଟି ଆସନ
 
  • ୧. ଜୟଦେବ
    ୨. ଭୁବନେଶ୍ୱର(ମଧ୍ୟ)
    ୩. ଭୁବନେଶ୍ୱର(ଉତ୍ତର)
    ୪. ଭୁବନେଶ୍ୱର(ଏକାମ୍ର)
    ୫. ଜଟଣି
    ୬. ବେଗୁନିଆ
    ୭. ଖୋର୍ଦ୍ଧା
    ୮. ଚିଲିକା
Area
  ଜିଲ୍ଲା2,887.5 km2 (1,114.9 sq mi)
Population
 (୨୦୧୧)
  ଜିଲ୍ଲା୨୨୪୬୩୪୧
  Rankଓଡ଼ିଶାରେ ପଞ୍ଚମ (୫/୩୦)
  Density799/km2 (2,070/sq mi)
  Urban
୧୦୮୦୭୨୧
  Rural
୧୧୬୫୬୨୦
   ବର୍ଷରୁ କମ ଶିଶୁ
୨୨୨୨୭୫
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୧ xxx
ତାର (ଏସ୍.ଟି.ଡ଼ି)୦୬୭୪
ଯାନବାହାନ ପଞ୍ଚୀକରଣOD-02
WebsiteOfficial website
Close

ଖୋର୍ଦ୍ଧା ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଖୋର୍ଦ୍ଧା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସସବୁ ଅଛି ।

ଇତିହାସ

୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା ।

ଭୂଗୋଳ

ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲାର ଆୟତନ ୨,୮୭.୫ ବର୍ଗ କିମି୤

ଅବସ୍ଥିତି

ମୁଖ୍ୟ ନଦୀ

  • ଦୟା
  • ଭାର୍ଗବୀ
  • କୁଆଖାଇ
  • କୁଶଭଦ୍ରା
  • ମଲାଗୁଣୀ
  • ରାଣା
  • କୁସୁମୀ

ଜନସଂଖ୍ୟା

୨୦୧୧ ଜନଗଣନା [1]ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି [2]

  • ପୁରୁଷ: ୧୧,୬୬,୯୪୯
  • ମହିଳା: ୧୦,୭୯,୩୯୨
    • ଛ ବର୍ଷରୁ କମ: ୨,୨୨,୨୭୫
  • ସାକ୍ଷରତା ହାର: ୮୭.୫୧%
    • ପୁରୁଷ: ୯୨.୫୫%
    • ମହିଳା: ୮୨.୦୬%

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୨) ୧. ଭୁବନେଶ୍ୱର ଓ ୨. ଖୋର୍ଦ୍ଧା ।
  • ତହସିଲ: (୪): ୧. ବାଣପୁର, ବେଗୁନିଆ, ଭୁବନେଶ୍ୱର, ବୋଲଗଡ଼, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ ଓ ବାଲୁଗାଁ
  • ବ୍ଳକ: (୧୦): ୧.ବାଲିଅନ୍ତା, ୨.ବାଲିପାଟଣା, ୩.ଜଟଣି, ୪.ଭୁବନେଶ୍ୱର, ୫.ବାଣପୁର, ୬.ବେଗୁନିଆ, ୭.ବୋଲଗଡ଼, ୮.ଚିଲିକା, ୯.ଖୋର୍ଦ୍ଧା ସଦର ଓ ୧୦.ଟାଙ୍ଗୀ ୤
  • ଗ୍ରାମ ପଞ୍ଚାୟତ: ୧୫୨
  • ଗ୍ରାମ: ୧,୫୬୭
  • ସହର: ୫

ରାଜନୀତି

ଲୋକ ସଭା ନିର୍ବାଚନ ମଣ୍ଡଳୀ

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଜୟଦେବ (୧୧୧)
  2. ଭୁବନେଶ୍ୱର(ମଧ୍ୟ) (୧୧୨)
  3. ଭୁବନେଶ୍ୱର(ଉତ୍ତର) (୧୧୩)
  4. ଭୁବନେଶ୍ୱର(ଏକାମ୍ର) (୧୧୪)
  5. ଜଟଣି (୧୧୫)
  6. ବେଗୁନିଆ (୧୧୬)
  7. ଖୋର୍ଦ୍ଧା (୧୧୭)
  8. ଚିଲିକା (୧୧୮)

ଦର୍ଶନୀୟ ସ୍ଥାନ

ଆଧାର

ଅଧିକ ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.