ରାମ
ହିନ୍ଦୁ ଦେବତା From Wikipedia, the free encyclopedia
ହିନ୍ଦୁ ଦେବତା From Wikipedia, the free encyclopedia
ରାମ (ରାମଚନ୍ଦ୍ର),ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ଏକ ଅବତାର ।
ଅଯୋଧ୍ୟ୍ୟା ନରେଶ ଦଶରଥ, ଋଷି ବଶିଷ୍ଠଙ୍କ ଉପଦେଶାନୁସାରେ ପୁତ୍ରକାମେଷ୍ଠି ଯଜ୍ଞର ଆୟୋଜନ କରିଥିଲେ । ଯଜ୍ଞରୁ ଉତ୍ପନ୍ନ ଦୈବିକ ଚରୁ ଗ୍ରହଣ କରିବା ପରେ ଦଶରଥଙ୍କ ଜ୍ୟୋଷ୍ଠ ରାଣୀ କୌଶଲ୍ୟାଙ୍କ ଗର୍ଭରୁ ଶ୍ରୀ ରାମଚନ୍ଦ୍ର ଜନ୍ମ୍ ହେଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.