![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/0e/Taj_Mahal_reflection_on_Yamuna_river%252C_Agra.jpg/640px-Taj_Mahal_reflection_on_Yamuna_river%252C_Agra.jpg&w=640&q=50)
ଯମୁନା
From Wikipedia, the free encyclopedia
ଯମୁନା ନଦୀ, ଗଙ୍ଗା ନଦୀର ଦୀର୍ଘତମ ଓ ଦ୍ୱିତୀୟ ବୃହତ୍ତମ ଉପନଦୀ । ଯମୁନା ନଦୀ “ଯମୁନୋତ୍ରୀ” ନାମକ ହିମାଳୟରେ ଅବସ୍ଥିତ ଏକ ତୁଷାରକ୍ଷେତ୍ରରୁ ଉତ୍ପତି ଲାଭ କରିଛି । ଉତ୍ତର ଭାରତରେ ୧୩୭୬ କି.ମି ଅତିକ୍ରମ କରି ଆହ୍ଲାବାଦ ନିକଟରେ ଗଙ୍ଗା ନଦୀରେ ମିଶିଛି । ସମୁଦ୍ରରେ ମିଶି ନ'ଥିବା ନଦୀମାନଙ୍କ ମଧ୍ୟରେ ଏହା ଭାରତର ଦୀର୍ଘତମ ନଦୀ । ଆହ୍ଲାବାଦ ନିକଟରେ (ପ୍ରୟାଗ ଠାରେ) ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ମିଳନ ସ୍ଥଳ “ ତ୍ରିବେଣୀ ସଙ୍ଗମ” ନାମରେ ପ୍ରସିଦ୍ଧ ଓ ଏହା ହିନ୍ଦୁମାନକର ଏକ ପ୍ରଧାନ ତୀର୍ଥସ୍ଥଳ । ପ୍ରତି ୧୨ବର୍ଷରେ ଥରେ ସେଠାରେ “କୁମ୍ଭ ମେଳା ଆୟୋଜିତ ହୋଇଥାଏ ।
Quick Facts ଦେଶ, ରାଜ୍ୟ ...
ଯମୁନା | |
ନଦୀ | |
ଆଗ୍ରାସ୍ଥିତ ତାଜମହଲ ଯମୁନା ନଦୀ କୂଳରେ ଅବସ୍ଥିତ | |
ଦେଶ | ଭାରତ |
---|---|
ରାଜ୍ୟ | ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହରିଆଣା |
Tributaries | |
- left | Tons, Hindon, Sharda, Kunta, Gir, Rishiganga, Hanuman Ganga |
- right | Chambal, Betwa, Ken, Sindh |
Cities | ଯମୁନା ନଗର, ଦିଲ୍ଲୀ, ମଥୁରା, ଆଗ୍ରା, ଇଟାବାହ, କଳ୍ପି |
Source | ଯମୁନେତ୍ରୀ |
- location | ଉତ୍ତରକାଶୀ ଜିଲ୍ଲା, ଉତ୍ତରାଖଣ୍ଡ, India |
- elevation | ୩,୨୯୩ m (୧୦,୮୦୪ ft) |
- coordinates | 31°01′0.12″N 78°27′0″E |
Mouth | ତ୍ରିବେଣୀ ସଙ୍ଗମ |
- location | ଆଲାହାବାଦ, ଭାରତ |
- elevation | ୭୪ m (୨୪୩ ft) |
- coordinates | 25°30′N 81°53′E |
Length | ୧,୩୭୬ km (୮୫୫ mi) |
Basin | ୩,୬୬,୨୨୩ km2 (୧,୪୧,୩୯୯ sq mi) |
Close