![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/26/J_Patnaik.tif/lossy-page1-640px-J_Patnaik.tif.jpg&w=640&q=50)
ଜୟନ୍ତୀ ପଟ୍ଟନାୟକ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ଜୟନ୍ତୀ ପଟ୍ଟନାୟକ (୭ ଅପ୍ରେଲ ୧୯୩୨ – ୨୮ ସେପ୍ଟେମ୍ବର ୨୦୨୨) ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଂଗଠିକା, ସମାଜସେବିକା ଓ ବକ୍ତା ଥିଲେ ।[1] ସେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସହଧର୍ମିଣୀ । ଓଡ଼ିଶାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସେ ପ୍ରଥମ ମହିଳା ସାଂସଦ ଥିଲେ । ୧୯୮୧ ମସିହାରେ କଂଗ୍ରେସ ଟିକେଟରେ ସେ କଟକରୁ ନିର୍ବାଚିତ ହୋଇଥିଲେ ।[2]
Quick Facts ଜୟନ୍ତୀ ପଟ୍ଟନାୟକ, ଲୋକ ସଭା ସଦସ୍ୟ ...
ଜୟନ୍ତୀ ପଟ୍ଟନାୟକ | |
---|---|
![]() | |
ଲୋକ ସଭା ସଦସ୍ୟ | |
କାର୍ଯ୍ୟକାଳ ୧୯୮୦-୧୯୮୯ ଏବଂ ୧୯୯୮-୧୯୯୯ | |
ପୂର୍ବ ଅଧିକାରୀ | ଜାନକୀ ବଲ୍ଲଭ ପଟ୍ଟନାୟକ |
ପର ଅଧିକାରୀ | ଶ୍ରୀକାନ୍ତ ଜେନା |
ନିର୍ବାଚନ ମଣ୍ଡଳୀ | କଟକ ଏବଂ ବ୍ରହ୍ମପୁର |
ଲୋକ ସଭା ସଦସ୍ୟ | |
ପୂର୍ବ ଅଧିକାରୀ | ପି. ଭି. ନରସିଂହ ରାଓ |
ପର ଅଧିକାରୀ | ଅନାଦି ଚରଣ ସାହୁ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1932-04-07)୭ ଅପ୍ରେଲ ୧୯୩୨ ଆସ୍କା, ଗଞ୍ଜାମ ଜିଲ୍ଲା, ଓଡ଼ିଶା, ଭାରତ |
ମୃତ୍ୟୁ | ୨୮ ସେପ୍ଟେମ୍ବର ୨୦୨୨(2022-09-28) (ବୟସ ୯୦) |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
Close