![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/16/18th_Lok_Sabha.svg/langor-640px-18th_Lok_Sabha.svg.png&w=640&q=50)
ଲୋକ ସଭା
From Wikipedia, the free encyclopedia
ସମ୍ବିଧାନ ଅନୁସାରେ ଲୋକ ସଭା, ଭାରତର ଦ୍ୱିଗୃହ ଭାରତୀୟ ସଂସଦର ନିମ୍ନ ସଦନ । ଲୋକସଭାର ସଦସ୍ୟମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିବା ପାଇଁ ଏକ ସାର୍ବଭୌମିକ ବୟସ୍କ ମତାଧିକାର ଏବଂ ସିଧାସଳଖ ମତଦାନ ବ୍ୟବସ୍ଥା ଦ୍ୱାରା ନିର୍ବାଚିତ ହୁଅନ୍ତି ଏବଂ ସେମାନେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକସଭା ଭଙ୍ଗ ନହେବା ପର୍ଯ୍ୟନ୍ତ ସେମାନଙ୍କ ପଦବୀରେ ରହିଥାନ୍ତି । ନୂଆଦିଲ୍ଲୀସ୍ଥିତ ସଂସଦ ଭବନର ଲୋକସଭା କକ୍ଷରେ ଏହାର ଅଧିବେଶନ ଅନୁଷ୍ଠିତ ହୋଇଥାଏ। ଏଠାରେ ଭାରତର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୫୪୩ ଜଣ ସାଂସଦ ପ୍ରତିନିଧିତ୍ୱ କରନ୍ତି।
Quick Facts ଲୋକସଭା House of the People, ପ୍ରକାର ...
ଲୋକସଭା House of the People | |
---|---|
୧୮ଶ ଲୋକସଭା | |
![]() | |
ପ୍ରକାର | |
ପ୍ରକାର | ନିମ୍ନ ସଦନ of the ସଂସଦ |
ନେତୃତ୍ୱ | |
ବାଚସ୍ପତି | ଖାଲି ଅଛି, ବି.ଜେ.ପି ୨୦୨୪ରୁ |
ଉପ ବାଚସ୍ପତି | ଖାଲି ଅଛି |
ଶାସକ ଦଳ ନେତା | ନରେନ୍ଦ୍ର ମୋଦୀ, ବି.ଜେ.ପି ୨୦୨୪ରୁ |
ବିରୋଧୀ ଦଳ ନେତା | ରାହୁଲ ଗାନ୍ଧୀ, କଂଗ୍ରେସ ୨୦୨୪ରୁ |
ଶାସକ ଦଳ ଉପନେତା | ନୀତିନ ଗଡ଼କରୀ, ବି.ଜେ.ପି ୨୦୨୪ରୁ |
ବିରୋଧୀ ଦଳ ଉପନେତା | ଅଖିଳେଶ ଯାଦବ, ସମାଜବାଦୀ ପାର୍ଟି ୨୦୨୪ରୁ |
ଗଠନ | |
ଆସନ ସଂଖ୍ୟା | ୫୪୩ [1] |
![]() | |
ରାଜନୈତିକ ଦଳ | ସରକାର (୨୯୩)
ବିପକ୍ଷ (୨୩୭)
ଅନ୍ୟାନ୍ୟ (୧୩)
|
ନିର୍ବାଚନ | |
ସିଧାସଳଖ ମତଦାନ | |
ଶେଷ ନିର୍ବାଚନ | ୨୦୨୪ |
ସାକ୍ଷାତକକ୍ଷ | |
![]() | |
ନୂତନ ଲୋକସଭା ଭବନ | |
Website | |
loksabha |
Close